ନମୁନା ପରୀକ୍ଷାରେ ବିଫଳ ହେଲେ ମସଲା କମ୍ପାନୀଗୁଡିକର ବଢିବ ସମସ୍ୟା, ବାତିଲ ହେବ ଲାଇସେନ୍ସ!
ନୂଆଦିଲ୍ଲୀ: ହଂକଂ, ସିଙ୍ଗାପୁର, ମାଲଦ୍ୱୀପ ପରି ଦେଶରେ ମସଲା ଉପରେ ନିଷେଧାଦେଶ ପରେ ବର୍ତ୍ତମାନ ଘରୋଇ ସ୍ତରରେ ମଧ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାର ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି ଏବଂ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ...
