ଝିଅ ବିବାହ ପାଇଁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କଲେ ଯୁବ ସମାଜସେବୀ
ରଣପୁର (ଭିଓଭି) : ବର୍ତ୍ତମାନ ବିଭିନ୍ନ ସମାଜସେବୀ ବିଭିନ୍ନ ଉପାୟରେ ଲୋକମାନଙ୍କୁ ସାହାଯ୍ୟ କରିବାର ଦେଖିବାକୁ ମିଳିଥାଏ । ଆଜି ରଣପୁର ଅଞ୍ଚଳର ଜଣେ ଯୁବ ସମାଜସେବୀ ଲୋକମାନଙ୍କୁ ଭିନ୍ନ ଉପାୟରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯୁବ ସମାଜ ...
