ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଇନଷ୍ଟାଗ୍ରାମର ପୋଷ୍ଟରେ ୨କୋଟିରୁ ଅଧିକ ଲାଇକ୍
ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲିଙ୍କ ଲୋକପ୍ରିୟତା କାହା ପାଖରେ ଲୁଚି ନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବିରାଟ କୋହଲିଙ୍କର ୨୭୧ ମିଲିୟନ (୨୭ କୋଟି ୧୦ ଲକ୍ଷ) ଅନୁସରଣକାରୀ ଅଛନ୍ତି। ବିରାଟ କୋହଲି ପୁଣି ଥରେ ଖବରରେ ଅଛନ୍ତି କାରଣ ...
