ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ, ଶତାଧିକ ମୃତ
ଗାଜା ସିଟି/ତେଲ୍ ଆଭିଭ୍,୨ା୧୨: ସପ୍ତାହେ ଧରି ଚାଲିଥିବା ସନ୍ଧି ଶେଷ ହେବା ପରେ ଶୁକ୍ରବାର ଗାଜା ଷ୍ଟ୍ରିପ୍ରେ ହମାସ୍ ସହ ଇସ୍ରାଏଲର ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ ଏହି ...
