ଡ୍ରେନରେ ପଡି ମହିଳାଙ୍କ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲା ବିଏମସି
ନୂଆଦିଲ୍ଲୀ: ଗତକାଲି ପ୍ରବଳ ବର୍ଷା ସମୟରେ ଡ୍ରେନ୍ରେ ପଡ଼ି ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଏବଂ ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ମାମଲା ଦାୟର କରିଛି। ବିଏମସି ମଧ୍ୟ ଗତକାଲି ...
