• About Us
  • Contact Us
Friday, September 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଉତ୍ତେଜନା, ଅଟୋ ସଂଘ-ଗିଗ୍ ବାଇକ୍ ୟୁନିୟନ ମୁହାଁମୁହିଁ

by Voice of Victims
June 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଉତ୍ତେଜନା, ଅଟୋ ସଂଘ-ଗିଗ୍ ବାଇକ୍ ୟୁନିୟନ ମୁହାଁମୁହିଁ

ଭୁବନେଶ୍ବର: ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଉତ୍ତେଜନା । କଷ୍ଟମର ଉଠାଇବାକୁ କେନ୍ଦ୍ର କରି ଅଟୋ ସଂଘ ଓ ଅନଲାଇନ ବାଇକ ସେବା ଯୋଗାଉ ଥିବା GIG ବାଇକ ୟୁନିୟନ ମଧ୍ୟରେ ବଚସା । ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଟୋ ସଂଘକୁ ବିରୋଧ କରି gig ୟୁନିୟନର ସଦସ୍ୟମାନେ ବହୁ ସଂଖ୍ୟାରେ ବସ୍ ଷ୍ଟାଣ୍ଡ ନିକଟରେ ଏକାଠି ହୋଇଥିବା ସୂଚନା । ଘଟଣାସ୍ଥଳରେ ଲାଗି ରହିଛି ଉତେଜନା ।

ଅନ୍ୟପଟେ, ରାଜଧାନୀରେ ପୁଣି ଦାଦାଗିରି । ଖାରବେଳନଗର ଥାନା ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କଲେ ନିଶାଡ଼ି ଯୁବକ। ପୁରୁଣା ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଗତ ୨୪ ତାରିଖ ରାତିରେ ଏକ ଗୋଷ୍ଠୀ ଖଣ୍ଡା ବୁଲାଇ ଆକ୍ରମଣ କରିଥିବା ଘଟଣାରେ ପୋଲିସ ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା । ଏହାର ପ୍ରତିଶୋଧ ନେବାକୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଅଭିଯୁକ୍ତଙ୍କ ଘର ସମ୍ମୁଖରେ ଖଣ୍ଡା ବୁଲାଇ ହୋହଲ୍ଲା କରିଥିବା ଅଭିଯୋଗ ହୋଇଛି ।

Post Views: 126
Share200Tweet125Send
Voice of Victims

Voice of Victims

Recent Posts

  • ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା
  • ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର
  • ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଧମକ
  • ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରି ହରାଇ ଡିପ୍ରେସନରେ ଥିଲେ
  • ନେପାଳ ଦୁର୍ଦ୍ଦଶାର କରୁଣ ଚିତ୍ର, ଗୋଟିଏ ରୁମରୁ ମିଳିଲା ୨୩ ମୃତଦେହ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In