• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ, ଅଯୋଧ୍ୟାରେ ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ

by Voice of Victims
October 19, 2025
in ଆଧ୍ୟାତ୍ମିକ, ଦେଶ ବିଦେଶ, ମୁଖ୍ୟ ଖବର
ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ, ଅଯୋଧ୍ୟାରେ ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ

ଅଯୋଧ୍ୟାନଗରୀ: ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ । ୨ଟି ଇତିହାସ ଲକ୍ଷ୍ୟରେ ଅଯୋଧ୍ୟାନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ ଟିମ୍ । ଏପଟେ କାଲି ସୂର୍ଯ୍ୟ ଆଳତୀ ବେଳେ ଏକାଠି ହୋଇଥିଲେ ୨୧ଶହ ଭକ୍ତ । ଏଥର କ୍ୟୁଆର କୋଡ ଦ୍ବାରା ଭକ୍ତ ମାନଙ୍କ ସଂଖ୍ୟା ଗଣାଯାଇଛି ।

ଆଜି ସଂନ୍ଧ୍ୟାରେ ଆୟୋଜିତ ଦୀପ ପ୍ରଜ୍ଜ୍ବଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ର ଯୋଗୀ ଯୋଗ ଦେବାର ସୂଚନା ରହିଛି । ତେବେ ଦୀପ ପ୍ରଜ୍ଜ୍ବଳନ ଏବଂ ଆଳତୀ ଗିନିଜ ବୁକରେ ରେକର୍ଡ କରିପାରିବ କି ନାହିଁ ତାହା ଆଜି ଗିନିଜ ବୁକ ଟିମ୍ ପକ୍ଷରୁ ଆଜି ସଂନ୍ଧ୍ୟାରେ ଘୋଷଣା କରାଯିବ ।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In