• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାଜଧାନୀରେ ବୁଲୁଛି ବାଘ, ଲାେକେ ଆତଙ୍କିତ

by Voice of Victims
October 26, 2024
in ମୁଖ୍ୟ ଖବର, ରାଜ୍ୟ
ରାଜଧାନୀରେ ବୁଲୁଛି ବାଘ, ଲାେକେ ଆତଙ୍କିତ

ଭୁବନେଶ୍ବର: ଭୁବନେଶ୍ବର କଲରାପତରିଆ ବାଘ। ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଆତଙ୍କ ଖେଳିଯାଇଛି। ଭୁବନେଶ୍ବରର ଭିଆଇପିମାନେ ଆତଯାତ କରୁଥିବା ଏୟାରପୋର୍ଟ ଅଞ୍ଚଳରେ ଏହି ବାଘ ଅଛି ବୋଲି ବର୍ତ୍ତମାନ ଖୋଜାଖୋଜି ଚାଲିଛି। ସେହି ଭିତରେ ଥିବା ଛୋଟ ଜଙ୍ଗଲ ଭିତରେ ବାଘ କେଉଁଠି ଲୁଚିଥିବାର ସନ୍ଦେହ କରାଯାଉଛି। ହେଲେ ଏ ପର୍ଯ୍ୟନ୍ତ ବାଘର କୌଣସି ପତ୍ତା ମିଲିପାରି ନାହିଁ। ଘଟଣାରୁ ଜଣାପଡିଛି ଯେ, ଏୟାରପୋର୍ଟ ଅଞ୍ଚଳରେ ଜଣେ ମହିଳା ଅଳିଆ ପକାଇବା ପାଇଁ ସକାଳୁ ବାହାରକୁ ଆସିଥିଲେ। ସେ ଅଳିଆ ପକାଇବା ପରେ ହଠାତ ଗୋଟିଏ ବାଘ ଏୟାରପୋର୍ଟ ପାଚେରୀ କଡରେ ଯାଉଥିବାର ଲକ୍ଷ୍ୟ କଲେ। ସେହି ପାଚେରୀକୁ ଲାଗି ଜଣେ ମହିଳା ଛିଡା ହୋଇଥିଲେ। ସେ ତାଙ୍କୁ ବଡପାଟିରେ ବାଘବାଘ ବୋଲି ଚିତ୍କାର କଲେ। ସେହି ମହିଳା ମଧ୍ୟ ବାଘ ଦେଖି ଦୌଉଡିଲେ। ଉଭୟ ଏକ ଛୋଟ କଲପତରିଆ ବାଘ ଦେଖିଛନ୍ତି ବୋଲି ସ୍ବୀକାର କରୁଛନ୍ତି। ଏହି ଖବର ଜଣାପଡିବା ପରେ ବନ ବିଭାଗ ଏବଂ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପରିକି ଏୟାରପୋର୍ଟ ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ସମସ୍ତେ ସେହି ଦୁଇ ମହିଳାଙ୍କ କଥା ଅନୁସାରେ ଖୋଜାଖୋଜି ଜାରୀ ରଖିଛନ୍ତି। ବନ ବିଭାଗ କର୍ମଚାରୀମାନେ ବାଘର ପାଦ ଚିହ୍ନ ଖୋଜିବାରେ ଲାଗିଛନ୍ତି। ତେବେ ଏ ପର୍ଯ୍ୟନ୍ତ ବାଘ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

Post Views: 51
Tags: Tigers are roaming in the capital
Share201Tweet126Send
Voice of Victims

Voice of Victims

Recent Posts

  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In