• About Us
  • Contact Us
Sunday, August 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରିଲ୍ସ ହେଲା କାଳ, ବ୍ଲୁ ଲେକ୍ ରେ ୨ ଛାତ୍ର ନିଖୋଜ

by Voice of Victims
August 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରିଲ୍ସ ହେଲା କାଳ, ବ୍ଲୁ ଲେକ୍ ରେ ୨ ଛାତ୍ର ନିଖୋଜ

ବାଲେଶ୍ଵର (ଭିଓଭି) ୨୩/୮ : – ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ମିତ୍ରପୁରର ବ୍ଲୁ ଲେକରେ ୨ ଛାତ୍ର ରିଲ୍ସ କରୁଥିବା ସମୟରେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଥିଲେ । ସୂଚନା ଅନୁଯାୟୀ କେନ୍ଦୁଝର, ବାରିପଦା ଏବଂ ଭଦ୍ରକ ଅଞ୍ଚଳର କିଛି ଛାତ୍ର ବାଲେଶ୍ୱରର ଫକୀରମୋହନ କଲେଜରେ ପାଠ ପଢୁଥିବା ବେଳେ ଗତ କାଲି କିଛି ସାଙ୍ଗସାଥୀ ମାନଙ୍କ ସହିତ ବୁଲିବାକୁ ଯାଇଥିଲେ । ୨ ଛାତ୍ର ରିଲ୍ସ କରୁଥିବା ସମୟରେ ଗଭୀର ପାଣିକୁ ଖସି ପଡ଼ିଥିଲେ । ବ୍ଲୁ ଲେକରେ ପାଣିର ଗଭୀରତା ପ୍ରାୟ ୨୦୦ ଫୁଟରୁ ଅଧିକ । ଉଭୟ ଫକୀରମୋହନ କଲେଜର +୨ ବାଣିଜ୍ୟର ଦ୍ୱିତୀୟ ବର୍ଷର ଛାତ୍ର ।

ଭଦ୍ରକ ଅଞ୍ଚଳର ଅପୂର୍ବରଞ୍ଜନ ପାତ୍ରଙ୍କ ପୁଅ ଅଂଶୁମାନ (୧୭) ଏବଂ ଅନ୍ୟଜଣେ ବାରିପଦା ଅଞ୍ଚଳର ଅଜିତ କୁମାର ପାତ୍ରଙ୍କ ପୁଅ ଭବିଷ୍ୟ (୧୭) । ରେମୁଣା କଲେଜରେ ପଢୁଥିବା କେନ୍ଦୁଝର ଅଞ୍ଚଳର ରୋଶନ ନାୟକ ଉପରେ ରହି ଯାଇଥିବାରୁ ବର୍ତ୍ତି ଯାଇଛନ୍ତି । ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମ୍ ସହଯୋଗ ରେ ୨୪ ଘଣ୍ଟା ପରେ ନିଖୋଜ ଛାତ୍ର ୨ ଜଣଙ୍କ ର ମୃତଦେହ କୁ ଉଦ୍ଧାର କରାଯାଇ ଶବ ବ୍ୟବଛେଦ ପାଇଁ ପଠେଇ ଦିଆଯାଇଛି । ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • ଜାତୀୟ ମହାକାଶ ଦିବସରେ ମୋଦିଙ୍କ ବଡ଼ ବାର୍ତ୍ତା, ଯୁବପିଢ଼ିଙ୍କ ପ୍ରତିଭାକୁ କଲେ ପ୍ରଶଂସା
  • କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, NH-55 ରାସ୍ତାର ତୁରନ୍ତ ମରାମତି ପାଇଁ କଲେ ଅନୁରୋଧ
  • ରିଲ୍ସ ହେଲା କାଳ, ବ୍ଲୁ ଲେକ୍ ରେ ୨ ଛାତ୍ର ନିଖୋଜ
  • ପିଆଜ ପାଇଁ ପକେଟ୍‌କୁ ମହଙ୍ଗା ମାଡ଼, କେଜି ଛୁଇଁଲା ୫୦ ଟଙ୍କା
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In