ବାଲେଶ୍ଵର ( ଭିଓଭି) ୧୪/୧୧ : – ରେମୁଣା ର ବାମପଦାଠାରେ ଆଜି ସନ୍ଧ୍ୟା ରେ ଶିଳ୍ପାଞ୍ଚଳ ଥାନା ପାଖାପାଖି ଏକ ୧୮ ଚକିଆ UP 72/AT9911 ନଂ ଟ୍ରକୁ କୁ ଅଟକାଇ ଚାଲାଣ କରାଯାଉଥିବା ବହୁ ସଂଖ୍ୟାରେ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ମା ଭାରତୀ ଗୋସେବକ ସଂସ୍ଥା ର ସେକ୍ରେଟାରୀ କହିଛନ୍ତି ଯେ ବହୁଦିନ ଧରି ଏଭଳି ଅବାଧ ଗୋ ଚାଲାଣ କୁ ଅଟକାଇବା ପାଇଁ ଚେଷ୍ଠା କରାଯାଉଥିଲା ।
ପୋଲିସ କୁ ବାରମ୍ବାର କହିବା ସତ୍ୱେ ପୋଲିସ କୈ।ଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲା । ଆଜି ଗୋସେବକ ମାନେ ସକାଳଠାରୁ ଚେଷ୍ଟା କରି ସନ୍ଧ୍ୟା ରେ ଟ୍ରକ୍ କୁ ଜବତ କରିବାରେ ସକ୍ଷମ ହୋଇଛନ୍ତି ।
