• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲୋରାନ୍ସ ନୀତି : ପୁଲିସ କମିଶନର

by Voice of Victims
December 26, 2024
in ମୁଖ୍ୟ ଖବର, ରାଜ୍ୟ
ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲୋରାନ୍ସ ନୀତି : ପୁଲିସ କମିଶନର

ଭୁବନେଶ୍ୱର:  କମିଶନରେଟ୍‌ ପୁଲିସ୍‌ ଜିରୋ ନାଇଟ ସେଲିବ୍ରେସନ  ପାଇଁ ଜିରୋ ଟଲୋରାନ୍ସ ନୀତି ଆପଣାଇଛି । ପୁଲିସ କମିଶନର  ଦେବଦତ୍ତ ସିଂ ଆଗୁଆ ଅମାନିଆମାନଙ୍କୁ ଚେତାଇଛନ୍ତି । ଦେବଦତ୍ତ ସିଂ  କହିଛନ୍ତି,  ମଦୁଆ ଓ ରୋଡ୍‌ ରୋମିଓଙ୍କ ଉପରେ କଡ଼ା ନଜର ରଖାଯିବ।  ସେଲିବ୍ରେସନ ବେଳେ ଯେମିତି ସାଧାରଣ ଲୋକଟିଏ କୌଣସି ଅସୁବିଧାର ସାମ୍ନା ନ କରିବ, ସେଥିପ୍ରତି ଟିକିନିଖି ନଜର  ରଖିବ ପୁଲିସ । ଲୋକଙ୍କୁ କୌଣସି ଅସୁବିଧାରେ ପକାଇଲେ  ଉତ୍ପାତକାରୀକୁ ତୁରନ୍ତ ବାନ୍ଧିବ ପୁଲିସ । ସୁରକ୍ଷିତ ଜିରୋ ନାଇଟ୍‌  ସେଲିବ୍ରେସନ ପାଇଁ ସହରରେ ବ୍ଲକିଂ ଚେକିଂ ବଢ଼ିଛି । ବିଭିନ୍ନ  ହୋଟେଲରେ ଯାଞ୍ଚ ଚାଲିଛି। ସହରକୁ ଜଗିବ ସିସିଟିଭି । କୌଣସି  ଖୋଲା ପଡି଼ଆ କିମ୍ବା ବାହାରେ ଜିରୋ ନାଇଟ୍‌ ପାଳନ କରିବା  ପାଇଁ ପୁଲିସଠୁ ଅନୁମତି ନେବାକୁ ପଡ଼ିବ । ହୋଟେଲ କିମ୍ବା  କ୍ଲବ, ପବ୍‌ରେ ରାତି ୧୨ଟା ଯାଏଁ ସେଲିବ୍ରେସନ କରିପାରିବେ ।  ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ୟ୍ୟନ୍ତ ଚେକିଂ ବ୍ଲକିଂ  ଚାଲିବ । ସମସ୍ତ ପିକ୍‌ନିକ୍‌ ଓ ପର୍ୟ୍ୟଟନ ସ୍ଥଳରେ ବ୍ୟାପକ ପୁଲିସ  ମୁତୟନ କରାଯିବ । ସାଦା ପୋଷାକରେ ପୁଲିସ ଜଗିବେ ।

Post Views: 90
Share202Tweet126Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ
  • ଅଶୋକଧାମ ପରେ ମହାକାଳ ମନ୍ଦିରରେ ଦଳାଚକଟା ସ୍ଥିତି, ଅନେକ ଶ୍ରଦ୍ଧାଳୁ ଆହତ
  • ରେଡ୍ ଆଲର୍ଟରେ କେନ୍ଦୁଝର, ସ୍କୁଲ-କଲେଜ ଓ ଅଙ୍ଗନୱାଡ଼ି ବନ୍ଦ
  • ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ
  • ବାଲେଶ୍ଵରରେ ତୁହାକୁ ତୁହା ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In