• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ୫ ଓ ୬ ରେ କାଉଣ୍ଟରରେ ଏବଂ ୨ ରେ ଅନଲାଇନରେ ଟିକେଟ ବିକ୍ରି

by Voice of Victims
January 24, 2025
in ମୁଖ୍ୟ ଖବର, ରାଜ୍ୟ
୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ୫ ଓ ୬ ରେ କାଉଣ୍ଟରରେ ଏବଂ ୨ ରେ ଅନଲାଇନରେ ଟିକେଟ ବିକ୍ରି

ଭୁବନେଶ୍ବର : ଫେବ୍ରୁଆରୀ ୯ରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ୍ । ଏଥିପାଇଁ ଫେବୃଆରୀ ୫ ଓ ୬ ରେ କାଉଣ୍ଟରରେ ଟିକେଟ ବିକ୍ରି ହେବ । ୨ ତାରିଖରେ ବିକ୍ରି ହେବ ଅନଲାଇନ ଟିକେଟ । ଅନଲାଇନରେ 4 ହଜାର ଟିକେଟ ବିକ୍ରି ହେବ । ଷ୍ଟାଡିୟମର ସ୍ଥିତି ପରଖିଲେ ପୋଲିସ କମିଶନର ଏବଂ ମୁଖ୍ୟ ଅଗ୍ନିଶମ ଅଧିକାରୀ। ୫୦ ହଜାର ଲୋକଙ୍କ ସମାଗମ ହେବାକୁ ଯାଉଛି । ତେଣୁ ଷ୍ଟାଡିୟମ ପରିସରରେ କିପରି ଶୃଙ୍ଖଳା ବଜାୟ ରହିବ ଏବଂ ଟିକେଟ ବିକ୍ରି ପାଇଁ କୌଣସି ସମସ୍ୟା ରହିବ ନାହିଁ ତା ଉପରେ ଜୋର ଦେଇଛନ୍ତି ପୋଲିସ କମିଶନର। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ସହିତ ଟ୍ରାଫିକ ପରିଚାଳନା ଉପରେ ବିଶେଷ ଦୃଷ୍ଟି ରହିବ । ପାର୍କିଂ ସ୍ଥାନ ଗୁଡିକରେ CCTV ଲଗାଯିବ । ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନଥିବା କହିଛନ୍ତି କଟକ ଜିଲ୍ଲାପାଳ ।

Post Views: 570
Tags: India-England day tickets on sale at Barbati on 9th
Share199Tweet124Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ
  • ଅଶୋକଧାମ ପରେ ମହାକାଳ ମନ୍ଦିରରେ ଦଳାଚକଟା ସ୍ଥିତି, ଅନେକ ଶ୍ରଦ୍ଧାଳୁ ଆହତ
  • ରେଡ୍ ଆଲର୍ଟରେ କେନ୍ଦୁଝର, ସ୍କୁଲ-କଲେଜ ଓ ଅଙ୍ଗନୱାଡ଼ି ବନ୍ଦ
  • ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ
  • ବାଲେଶ୍ଵରରେ ତୁହାକୁ ତୁହା ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In