• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭୁବନେଶ୍ବରର ଏକ ଏଟିଏମକୁ ଡାଲା ଅଟୋରେ ଉଠାଇ ଟଙ୍କା ନେଇଗଲେ ଦୁର୍ବୃତ୍ତ, ତଦନ୍ତ ଆରମ୍ଭ

by Voice of Victims
January 24, 2025
in ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ବରର ଏକ ଏଟିଏମକୁ ଡାଲା ଅଟୋରେ ଉଠାଇ ଟଙ୍କା ନେଇଗଲେ ଦୁର୍ବୃତ୍ତ, ତଦନ୍ତ ଆରମ୍ଭ

ଭୁବନେଶ୍ବର: ଖୋଦ୍ ରାଜଧାନୀରେ ଚୋରମାନେ କେତେ ସକ୍ରିୟ ଆଜିର ଏକ ଘଟଣାରୁ ଜଣାପଡିଛି। ଭୁବନେଶ୍ବରର ସାମାନ୍ତରାପୁର ଶ୍ରୀରାମନଗରରେ ଥିବା ଏକ ଏଟିଏମକୁ ଉଠାଇ ନେଇ ସେଥିରୁ ସମସ୍ତ ଟଙ୍କା ନେଇଯାଇଥିବା ଜଣାପଡିଛି। ଏହାପରେ ପୋଲିସ ସିସିଟିଭି ଫୁଟେଜ ଆଧାର କରି ଛାନଭିନ୍ନ ଆରମ୍ଭ କରିଛି। ତେବେ ଘଟଣାରୁ ଜଣାପଡିଛି ସାମନ୍ତରାପୁରରେ ଥିବା ଏକ ଏସବିଆଇ ଏଟିଏମକୁ ଚୋରମାନେ ତାଡି ପଇସା ନେବାକୁ ଚେଷ୍ଠା କରିଥିଲେ। ହେଲେ ସେଠାରେ ତାହା ଭାଙ୍ଗିବା ସମ୍ଭବ ହୋଇ ନ ପାରିବାରୁ ସେମାନେ ଏକ ଡାଲା ଅଟୋରେ ତାହାକୁ ଉଠାଇ ନେଲେ। ସେମାନେ ବାହାରେ ତାହା ଭାଙ୍ଗି ପ୍ରାୟ ଦଶ ଲକ୍ଷ ଟଙ୍କା ନେଇଯାଇଛନ୍ତି। ପରେ ସେମାନେ ସେହି ଭଙ୍ଗା ଏଟିଏମ ଏବଂ ଅଟୋକୁ ଗଙ୍ଗୁଆ ନାଳରେ ପକାଇଦେଇଛନ୍ତି। ପୋଲିସ ଗଙ୍ଗୁଆ ନାଳରୁ ଏଟିଏମ ଖଣ୍ଡକୁ ଓ ଅଟୋକୁ ଉଦ୍ଧାର କରିବା ସହିତ ଏହାଉପରେ ଅଧିକ ତଦନ୍ତ କରୁଛି। ଅନ୍ୟପଟେ ଅଟୋ ମାଲିକ ଗାଡି ଚୋରି ହୋଇଥିବା ଏକ ଅଭିଯୋଗ ଲିଙ୍ଗରାଜ ଥାନାରେ କରିଛନ୍ତି। ଏସବୁନେଇ ପୋଲିସ ଛାନଭିନ୍ କରୁଛି।

Post Views: 89
Tags: An ATM in Bhubaneswar was picked up by a Dala auto and the crook took the money
Share202Tweet126Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In