• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମାଟ୍ରିକ ବ୍ୟାଚର ବନ୍ଧୁମିଳନ

by Voice of Victims
February 17, 2025
in ମୁଖ୍ୟ ଖବର, ରାଜ୍ୟ
ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଭୁବନେଶ୍ବର (ଭିଓଭି): “ସ୍ମୃତି ଯାହା ଅପାସୋରା”. ଆଜିକୁ ଠିକ 6 ବର୍ଷ ତଳେ ହୋଇଥିବା ପ୍ରଥମ ବନ୍ଧୁମିଳନ ବେଳେ ଏମିତି କିଛି ଟ୍ୟାଗ ଲାଇନ ରଖିଥିଲୁ। ବାସ୍ତବରେ ସ୍କୁଲ ଦିନର ସେଇ ସ୍ମୃତି ସତରେ ଅପାସୋରା ଯାହାକୁ ଆଜି ମର୍ମେ ମର୍ମେ ଅନୁଭବ କରିଥିଲେ ସମସ୍ତ ପୁରାତନ ଛାତ୍ରଛାତ୍ରୀ. ଫେବୃଆରୀ 16 ତାରିଖ ରବିବାର ଦିନ 2005 ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ରଘୁନାଥ ମଧୁସୂଦନ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେବା ସହ ସେହି ସମୟର ଶିକ୍ଷକମାନେ ଯୋଗ ଦେଇଥିଲ। ଛାତ୍ରଛାତ୍ରୀମାନେ ନିଜର ବିଦ୍ୟାଳୟରେ ନିଜ ନିଜର ସ୍ମୁତିକୁ ବଖାଣିବା ସହ ଭାବ ବିହ୍ଵଳ ହୋଇପଡ଼ିଥିଲେ। ଶିକ୍ଷକମାନେ ପିଲାମାନଙ୍କୁ ଭଲ ମଣିଷଟିଏ ହେବା ସହ ନିଜ ନିଜ ଅନୁଷ୍ଠାନକୁ ଏମିତି ଭଲ ପାଇବା ସହ ତା ସହ ଯୋଡି ହୋଇ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ବାସୁଦେବ ବେହେରା ସ୍କୁଲର ଆଲୁମିନି ସହ ଯୋଡି ହୋଇ ରହିବା ସହ ନିଜ ଅନୁଷ୍ଠାର ଉନ୍ନତି ଦିଗରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଦୀର୍ଘ 20 ବର୍ଷ ପରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖି ଖୁସି ହେବା ସହ ପିଲାମାନଙ୍କ ଭବିଷ୍ୟତ ଜୀବନ ଉଜ୍ଜଳମୟ ହେଉ ବୋଲି ଆଶୀର୍ବାଦ କରିଥିଲେ। ପିଲାମାନେ ଏତେ ବର୍ଷ ପରେ ନିଜ ସ୍କୁଲର ସେହି ପୁରୁଣା ଡେସ୍କ ବେଞ୍ଚରେ ବସି ନିଜ ନିଜର ପିଲାଦିନର ସ୍ମୃତିକୁ ମନେ ପକେଇଥିଲେ. ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଦେଵ ମହାରଣା, ମାନସ ସ୍ୱାଇଁ, ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Post Views: 88
Share205Tweet128Send
Voice of Victims

Voice of Victims

Recent Posts

  • ଅଙ୍ଗନବାଡ଼ି କେନ୍ଦ୍ରରୁ ଚୋରି, ଥାନାରେ ଏତଲା
  • ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ
  • ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପାଳିତ
  • ଅପ୍ରେଲ ୪ ଶହୀଦ ରଘୁ-ଦିବାକର ଙ୍କ ବଳିଦାନ ଦିବସ ରେ ରକ୍ତ ଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In