• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ, ତିନିମୁହାଣି ଛକରେ ଘଟିଗଲା ଅଘଟଣ

by Voice of Victims
February 24, 2025
in ମୁଖ୍ୟ ଖବର, ରାଜ୍ୟ
ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ, ତିନିମୁହାଣି ଛକରେ ଘଟିଗଲା ଅଘଟଣ

ଭୁବନେଶ୍ବର : ଆଜି ଥିଲା ପୁଅର ମାଟ୍ରିକ ପରୀକ୍ଷା ।  ଆଉ ପୁଅକୁ ପରୀକ୍ଷା ସେଣ୍ଟର ନେଇ ଯାଉଥିଲେ ବାପା ମା ।  ହେଲେ ବାଟରେ ଜଗି ବସିଥିଲା ଜମ।  ଆଉ ଆଖି ପିଛୁଳାକେ ଘଟିଗଲା ଅଘଟଣ ।  କେନ୍ଦ୍ରାପଡ଼ାରେ ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି ।   ତିନି ମୁହାଣୀ ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଯାଇଛି ।   ଘଟଣାସ୍ଥଳରେ ଜଣେ ମହିଳାଙ୍କପ୍ରାଣ ବାୟୁ ଉଡି ଯାଇଛି ।  ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ।  ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ।  ପୋଲିସ ଉପସ୍ଥିତିରେ ଡ୍ରାଇଭରକୁ ପିଟିଛନ୍ତି ଲୋକେ ।  ସୂଚନାନୁସାରେ ସ୍କୁଟିରେ ସ୍ବାମୀ, ସ୍ତ୍ରୀ ଓ ପୁଅ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।  ସ୍ବାମୀ, ସ୍ତ୍ରୀ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ହାଇୱା ଧକ୍କା ଦେଇଥିଲା।  ସ୍ବାମୀ ଓ ପୁଅ ଆହତ ହୋଇଛନ୍ତି ।  ମାଟ୍ରିକ୍ ପରୀକ୍ଷା ପାଇଁ ଯାଉଥିବା ପୁଅର ହାତ ଭାଙ୍ଗିଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Post Views: 79
Tags: A woman died in a car accident
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In