• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମହାଦୀପ ଉଠିବା ବେଳେ ସେବାୟତ ଖସିଯିବା ଘଟଣା, ବାଲିପଡ଼ି ନଥିବାରୁ ଘଟିଛି ଦୁର୍ଘଟଣା

by Voice of Victims
February 27, 2025
in ମୁଖ୍ୟ ଖବର, ରାଜ୍ୟ
ମହାଦୀପ ଉଠିବା ବେଳେ ସେବାୟତ ଖସିଯିବା ଘଟଣା, ବାଲିପଡ଼ି ନଥିବାରୁ ଘଟିଛି ଦୁର୍ଘଟଣା

ଭୁବନେଶ୍ବର : ବାଲି ପଡ଼ିନଥିବାରୁ ଘଟିଛି ଦୁର୍ଘଟଣା ।  ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆହତ ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା।  ମଶାଲରେ ଘିଅ ଅଧିକ ପରିମାଣରେ ଥିଲା ।  ଏହା ସହ ମନ୍ଦିର ଉପରକୁ ଉଠିବା ରାସ୍ତାରେ ପ୍ରଶାସନ ବାଲି ପକାଇବା କଥା ଯାହା କାଲି ପଡ଼ି ନଥିଲା ।  ପାଦରେ ଘିଅ ଲାଗିବା କାରଣରୁ ଗୋଡ ଖସି ପଡିଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଶ୍ୱିନୀ । ମନ୍ଦିରର ମୁଖ୍ୟ ନିଯୋଗ ମାନେ ଅବହେଳା କରି ଆସିଛନ୍ତି ।  ପ୍ରଶାସନ ମଧ୍ୟ ଏଥିପ୍ରତି ଧ୍ୟାନ ଦେଇନାହିଁ ।  ଆମ ପାଇଁ କୌଣସି ପ୍ରକାର ଇନସୁରାନ୍ସ ବା ବୀମା ନାହିଁ ।  ଏହା ନିଶ୍ଚୟ ଏକ ଅଘଟଣ, କିନ୍ତୁ ଏହାର ତଦନ୍ତ ହେବା ଦରକାର ବୋଲି ଯୋଗେନ୍ଦ୍ରଙ୍କ ପୁଅ କହିଛନ୍ତି ।  ଅନ୍ୟପଟେ ଆହତ ସେବାୟତଙ୍କୁ ଭେଟିବା ସହ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ମନ୍ଦିର ଚଢିବା ବାଟରେ ପ୍ରଶାସନ ବାଲି ପକାଇବାକୁ ଭୁଲିଯାଇଛି । ବାଲି ପଡ଼ିଥିଲା ଏଭଳି ଅଘଟଣ ଘଟି ନଥାନ୍ତା ।  ଘଟଣାକୁ ନେଇ ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି ।  କାଲି ମହାଦୀପ ଉଠେଇବା ବେଳେ ତଳେ ପଡ଼ିଯାଇଥିଲେ ଲିଙ୍ଗରାଜ ସେବାୟତ ଯୋଗେନ୍ଦ୍ର ସମର୍ଥା ।  ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିବା ସହ ଗୋଡ ଗୋଇଠି ଭାଙ୍ଗି ଯାଇଛି ।  ଏବେ କ୍ୟାପିଟାଲ ହସ୍ପିଟାଲରରେ ସେ ଚିକିତ୍ସାଧୀନ ଅଛନ୍ତି ।

Post Views: 48
Share199Tweet124Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In