• About Us
  • Contact Us
Sunday, August 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମୋହନ ସରକାରଙ୍କୁ ଘେରିଲେ ବିଜେଡି ନେତା ଅରୁଣ ସାହୁ: କହିଲେ, ଦାବି ନଶୁଣିଲେ ଆମେ ଗୃହକୁ ଯିବୁନି

by Voice of Victims
March 25, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ମୋହନ ସରକାରଙ୍କୁ ଘେରିଲେ ବିଜେଡି ନେତା ଅରୁଣ ସାହୁ: କହିଲେ, ଦାବି ନଶୁଣିଲେ ଆମେ ଗୃହକୁ ଯିବୁନି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ଗୃହରେ ହଟ୍ଟହଗୋଳ କରିଥିଲେ ବିରୋଧୀ । ଜାତିଭିତ୍ତିକ ସଂରକ୍ଷଣ ଦାବିରେ ବିଜେଡି ହଙ୍ଗାମା କରି ଧାରଣାରେ ବସିଥିଲା । ବିଜେଡି ନେତା ଅରୁଣ ସାହୁ କହିଥିଲେ, ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି ଗେଟ ଆଗରେ ବସିଲୁ । ସରକାର ନ ଶୁଣିଲେ ବିରୋଧୀ କାହିଁକି ଗୃହକୁ ଯିବେ ? SC ST OBCଙ୍କ ୯୪% ଜନସଂଖ୍ୟା, ସେମାନଙ୍କୁ ଅଧିକାର ନ ଦେଲେ, ସରକାରଙ୍କ ଗୃହ ଯିବାର ଅଧିକାର ନାହିଁ  । ବୈଷୟିକ ଶିକ୍ଷାରେ ମାତ୍ର ୨୦% ସଂରକ୍ଷଣ ହେଲେ OBCଙ୍କ ପାଇଁ ଶୂନ୍ୟ ସଂରକ୍ଷଣ କଣ ସ୍ୱାଗତଯୋଗ୍ୟ ? ଯେବେ ଜାମୁ କାଶ୍ମୀରରେ SC ST OBC ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ, ତେବେ ଓଡ଼ିଶାରେ କିଛି ନ କରି ଶିଶୁ ସରକାର ହୋଇ ରହିବ ବିଜେପି । 

ସରକାର କହୁଛନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ହେଲେ କରନ୍ତୁ । ଗୃହରେ ସବୁ ଆଲୋଚନା ହେଲେ ବି କାମ କିଛି ହେଉନି । ଏହା ସରକାରଙ୍କ ଦାୟିତ୍ୱ ହେଲେ ନିର୍ବାଚନ ଜିତି ମିଛ କହିବାରୁ ଲୋକଙ୍କ ଆସ୍ଥା ହରାଇଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୨୧ କୋଭିଡ୍‌ ସମୟରେ ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । କୁମ୍ଭ ମେଳାରେ ମିଛ ୬୫ କୋଟି ଲୋକ ଗଣିଲେ ସରକାର । ହେଲେ ଜାତିଭିତ୍ତିକ ଜନଗଣନା କାହିଁକି କରୁ ନାହାନ୍ତି । ଏହା ହେଲେ ସାମାଜିକ ସମାନତା ଆସିବ, ହେଲେ ସେମାନେ ଡରୁଛନ୍ତି କାଳେ ମୁଖା ଖୋଲିଯିବ । ଜନହିତକର କାର୍ଯ୍ୟକ୍ରମ ସରକାର କରି ନାହାନ୍ତି । କେନ୍ଦ୍ର ସରକାର ପଛଘୁଞ୍ଚା ଦେଉଛନ୍ତି । କେବିକେ ଗ୍ରାଣ୍ଟ କାଟିଲ, ନବୀନ ପଟ୍ଟନାୟକ ବିଜୁ କେବିକେ କଲେ, ବିଆରଜିଏଫ କାଟିଲା କେନ୍ଦ୍ର । ତର୍କ ପାଇଁ ଆସ, ଆସିଲେ ହାରିଯିବେ । ଖସିଯିବାକୁ ଚେଷ୍ଟା କରୁଛନ୍ତି ସରକାରୀ ଦଳ । ଏଭଳି କହି ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । 

Post Views: 53
Share198Tweet124Send
Voice of Victims

Voice of Victims

Recent Posts

  • ପିଆଜ ପାଇଁ ପକେଟ୍‌କୁ ମହଙ୍ଗା ମାଡ଼, କେଜି ଛୁଇଁଲା ୫୦ ଟଙ୍କା
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ
  • ପାର୍ବଣ ପୂର୍ବରୁ ମହଙ୍ଗା ହେଲା ଚିନି, ଖାଉଟିଙ୍କ ଚିନ୍ତା ବଢ଼ାଇଲା ଦରବୃଦ୍ଧି
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ
  • ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ ଗ୍ରାମବାସୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In