ମଧୁମେହ ରୋଗ ଓ ରକ୍ତ ପରୀକ୍ଷା ଶିବିର ଡାକ୍ତର ସାଇ ସ୍ୱରୂପ ଙ୍କ ନିର୍ଦ୍ଧେଶନା ରେ ସମାହିତ ହୋଇଯାଇଛି l ଆରମ୍ଭ ରେ କ୍ଲବ ର ବରିଷ୍ଠ ଉପଦେଷ୍ଟା ଶ୍ରୀ ବିଜୟ ସିଂ ଜେନା ଡାକ୍ତର ସାଇ ସ୍ୱରୂପ ଓ ତାଙ୍କ ଦଳ କୁ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ରେ ଶତାଧିକ ରୋଗୀ ଉପକୃତ ହେବା ପୂର୍ବକ ମାଗଣା ଔଷଧ ବଣ୍ଟନ କରାଯାଇଥିଲା l

ସ୍ଥାନୀୟ କର୍ପୋରେଟର ଶ୍ରୀ ପ୍ରଦୀପ ସାହୁ ଙ୍କ ସମେତ ରାଜକିଶୋର ବେହେରା, ସନାତନ ପରିଡା, କିଶୋର ଜେନା, ମନୋରଞ୍ଜନ ସାହୁ, ଶତ ବାର୍ଷିକୀ କମିଟି ର ସମସ୍ତ ସଦସ୍ୟ, ସେଭେନ ଷ୍ଟାର କ୍ଲବ ର ଉପଦେଷ୍ଟା ଡାକ୍ତର ବିଶ୍ୱ ମୋହନ ଜେନା, ସଭାପତି ଶ୍ରୀ ସୁକୁମାର ସିନ୍ହା, ସମ୍ପାଦକ ଶ୍ରୀ ସମ୍ପଦ ବେହେରା, ଉପସଭାପତି ସୁକଲ୍ୟାଣୀ ଜେନା, ଓ ତରୁଣ ସିନ୍ହା , ସହ ସମ୍ପାଦକ ଦେବାଶିଷ ଦାସ ଓ ସୁରେଶ ସାହୁ, କୋଷାଧକ୍ଷ ଶ୍ରୀ ଶରତ ଚନ୍ଦ୍ର ସାହୁ, ତୁଷାର ମଞ୍ଜରୀ ରାଜ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ନୀଳମଣି ବେଜ, ଅଜୟ ଦଳେଇ, ସୁକାନ୍ତ ସାହୁ, ବିଜୟ ସିନ୍ହା, କୈଳାଶ ମହାରଣା, ସୋମନାଥ ମହାକୁଡ଼, ନବଘନ ଜେନା ଙ୍କ ସହଧର୍ମିଣୀ ବାସନ୍ତୀ ଜେନା ଙ୍କ ସମେତ ତାଙ୍କ ପରିବାର ବର୍ଗ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
