• About Us
  • Contact Us
Monday, March 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କୁ ହତ୍ୟା: ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

by Voice of Victims
April 21, 2025
in ଦେଶ ବିଦେଶ, ମୁଖ୍ୟ ଖବର
କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କୁ ହତ୍ୟା: ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

କର୍ଣ୍ଣାଟକ: କର୍ଣ୍ଣାଟକର ପୂର୍ବତନ ପୁଲିସ ଡିଜି ଓମ ପ୍ରକାଶଙ୍କୁ ଗୁଳି କରି ହତ୍ୟା । ବେଙ୍ଗାଲୁର ସ୍ଥିତ ତାଙ୍କ ବାସଭବନରୁ ରକ୍ତ ଜଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ଯାଞ୍ଚ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ କହିଛି । ବଡ଼ କଥା ହେଉଛି ପୂର୍ବତନ ପୋଲିସ ଡିଜି ଓମ ପ୍ରକାଶଙ୍କ ହତ୍ୟାକାଣ୍ଡ ପଛରେ ତାଙ୍କ ପତ୍ନୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଘଟଣା ସମୟରେ ବାସଭବନରେ ପତ୍ନୀ ଓ ପୁଅ ଥିଲେ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ପତ୍ନୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି । 

୧୯୮୧ ବ୍ୟାଚର ଆଇପିଏସ କ୍ୟାଡର ଓମ ପ୍ରକାଶ ବିହାର ଚମ୍ପାରଣର ବାସିନ୍ଦା । ୨୦୧୫ ମସିହାରେ ଓମ ପ୍ରକାଶ ବେଙ୍ଗାଲୁର ଡିଜିପି ନିଯୁକ୍ତ ହୋଇଥିଲେ । ସନ୍ଧ୍ୟାରେ ବେଙ୍ଗାଲୁର ପୋଲିସକୁ ଫୋନ କରି ନିଜେ ଘଟଣା ସଂପର୍କରେ ସୂଚନା ଦେଇଥିଲେ ଓମ ପ୍ରକାଶଙ୍କ ସ୍ତ୍ରୀ । ହେଲେ ପୋଲିସ ପହଞ୍ଚିବା ପରେ କବାଟ ଖୋଲିବାକୁ ସ୍ତ୍ରୀ ମନା କରିଥିଲେ । ବହୁ କଷ୍ଟରେ ପୋଲିସ କବାଟ ଖୋଲି ଭିତରେ ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଓମ ପ୍ରକାଶଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା । ଘରୋଇ ହିଂସା କିମ୍ୱା ମାନସିକ ଅବସାଦ କାରଣରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ବେଙ୍ଗାଲୁରୁ ପୋଲିସ ।  

Post Views: 52
Share197Tweet123Send
Voice of Victims

Voice of Victims

Recent Posts

  • ବୃହତ ବିଜୟ ସହ ଟାଇଟେଲ ହାତେଇଲା ଭାରତ
  • ପଶ୍ଚିମବଙ୍ଗ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା
  • ଖାତାକୁ ଗଲା ସୁଭଦ୍ରା ଟଙ୍କା: ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
  • ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ
  • ସାଂସଦ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟଟନ ପୀଠସ୍ଥଳୀ ପରିଦର୍ଶନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In