• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୟ ଯବାନ ଜୟ କିଷାନ ମହା ସମାବେଶ

by Voice of Victims
May 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା, ସମସ୍ୟା ଅଭିଯୋଗ
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୟ ଯବାନ ଜୟ କିଷାନ ମହା ସମାବେଶ

ଢେଙ୍କାନାଳ: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୟ ଯବାନ ଜୟ କିଷାନ ମହା ସମାବେଶ ଜିଲ୍ଲା ପ୍ରଭାରୀ ଅଶ୍ଵିନୀ କୁମାର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ଢେଙ୍କାନାଳ ସଦର ବ୍ଲକ ବାରଦା ଛକ ମଙ୍ଗଳା ମନ୍ଦିର ଠାରୁ ଏକ ବିଶାଳ ରାଲି ବାହାରି ଗେଙ୍ଗୁଟିଆ ଗ୍ରାମ ଶନି ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ ଏକତ୍ରିତ ହୋଇଥିଲେ l ଆଜି ସୀମାରେ ଯବାନ ମାନେ ଯୁଦ୍ଧ କରୁଥିବା ବେଳେ ଚାଷୀ ମାନେ ମଧ୍ୟ ଜମିରେ ଯୁଦ୍ଧ କରି ସାରା ଦେଶକୁ ଖାଦ୍ୟ ଯୋଗାଉଛନ୍ତି l କିନ୍ତୁ ସରକାର ଯବାନ ମାନଙ୍କ ପ୍ରତି ଯେତିକି ସମ୍ବେଦନଶୀଳ, ଚାଷୀଙ୍କ ପ୍ରତି ସେତିକି ସମ୍ବେଦନଶୀଳ ହେବା ଉଚିତ କହି ନିଜ ବକ୍ତବ୍ୟ ରଖିଥିଲେ ଚାଷୀ ନେତା ତଥା ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ଏବଂ ଆଜି ସମାବେଶର ମୁଖ୍ୟ ଅତିଥି ଅକ୍ଷୟ କୁମାର । ତାଙ୍କ ସହ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ କେବେ ମିଳିବ ଚାଷୀଙ୍କୁ ସୁରକ୍ଷା ଭତ୍ତା ଆଉ କେବେ କରିବେ ବୃଦ୍ଧ ବୃଦ୍ଧା ଙ୍କ ବାର୍ଦ୍ଧକ୍ୟ ଭତ୍ତା ୫୦୦୦ ଟଙ୍କା l

ଚାଷୀ ମାନଙ୍କୁ ସଂଗଠିତ ହେବାପାଇଁ ଆହ୍ୱାନ ଦେଇଥିଲେ l ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ କାର୍ଯ୍ୟକାରୀ କରି ପାରିଲେ ନାହିଁ କହି ସରକାର ଙ୍କ ଉପରେ ବର୍ଷିଥିଲେ ଚାଷୀ ନେତା ଅକ୍ଷୟ କୁମାର l ଅନ୍ୟ ପକ୍ଷରେ ଶେଷଦେବ ନନ୍ଦ ମଧ୍ୟ ବହୁ ବର୍ଷିଥିଲେ କହିଥିଲେ ସରକାର ପୁରୁଣା ବହି ରେ ନୂଆ ମଲାଟ ଲଗେଇବା ବ୍ୟବସ୍ଥା କରୁଛନ୍ତି କିନ୍ତୁ ଚାଷୀ କୁଳର ଉଦ୍ଧାର ପାଇଁ ସ୍ଥାୟୀ ପ୍ରତିକାର କରିବା ପାଇଁ ସରକାର ସକ୍ଷମ ନୁହଁନ୍ତି l ବହୁତ ନେତା ମଧ୍ୟ ନିଜର ଅସନ୍ତୋଷ ଝାଡିଥିଲେ।

Post Views: 48
Share197Tweet123Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In