• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ନରେନ୍ଦ୍ରପୁର ପଞ୍ଚାୟତ ଘାସି ଭବାନୀପୁର ଗାଁରେ ଜଳ ସଙ୍କଟ; ପିଇବା ପାଣି ପାଇଁ ଡହଳବିକଳ ଗ୍ରାମବାସୀ

by Voice of Victims
June 1, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ନରେନ୍ଦ୍ରପୁର ପଞ୍ଚାୟତ ଘାସି ଭବାନୀପୁର ଗାଁରେ ଜଳ ସଙ୍କଟ; ପିଇବା ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ସତ୍ୟବାଦୀ (ଭିଓଭି): ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ନରେନ୍ଦ୍ରପୁର ପଞ୍ଚାୟତର ଘାସି ଭବାନୀପୁର ଗ୍ରାମବାସୀ ମାନେ ପାନୀୟଜଳ ପାଇବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମଟିରେ ପିଇବା ପାଣି ଯୋଗାଉଥିବା ଏହି ନଳକୂପ ଟି ଦୀର୍ଘ ଆଠ ଦିନ ହେଲା ଅଚଳ ହୋଇ ପଡିଛି, ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଏହି ସମସ୍ୟାର ପ୍ରତିକାର ସ୍ଵରୁପ ଏହି ନଳକୁପଟିକୁ ତୁରନ୍ତ ମରାମତି କରି ପିଇବା ପାଣି ର ଅସୁବିଧାକୁ ଦୁର କରିବାକୁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ସେହି ଅଞ୍ଚଳର ବାସିନ୍ଦା ଓ ଯୁବଗୋଷ୍ଠୀ ଅନୁରୋଧ କରିଛନ୍ତି।

Post Views: 640
Share204Tweet127Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In