• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ ସରକାରଙ୍କ ବଡ଼ ଘୋଷଣା, ବଢିଲା ଏମାନଙ୍କ ପେନସନ୍ ଭତ୍ତା

by Voice of Victims
June 21, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ ସରକାରଙ୍କ ବଡ଼ ଘୋଷଣା, ବଢିଲା ଏମାନଙ୍କ ପେନସନ୍ ଭତ୍ତା

ନୂଆଦିଲ୍ଲୀ: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସାମାଜିକ ସୁରକ୍ଷା ପେନସନ ଯୋଜନା ରାଶିକୁ ବଢାଇ ଦିଆଯାଇଛି । ବୟସ୍କ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ମାସିକ ପେନସନ ଭାବେ ୪୦୦ ଟଙ୍କାରୁ ବଢାଇ ୧୧୦୦ ଟଙ୍କା କରିଦିଆଯାଇଛି ।

ନୀତୀଶ କୁମାର X ପୋଷ୍ଟରେ ଲେଖିଛନ୍ତି, ମୁଁ ଘୋଷଣା କରି ଖୁସି ହେଉଛି ଯେ, ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧିନରେ ସମସ୍ତ ବୃଦ୍ଧଜନ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ଏବେ ପ୍ରତି ମସରେ ୪୦୦ ଟଙ୍କା ବଦଳରେ ୧୧୦୦ ଟଙ୍କା ପେନସନ ମିଳିବ । ସମସ୍ତ ଲାଭାର୍ଥୀ ଜୁଲାଇ ମାସରୁ ବର୍ଦ୍ଧିତ ପେନସନ ପାଇବେ । ସମସ୍ତ ପେନସନଧାରୀଙ୍କ ଖାତାକୁ ମାସର ୧୦ ତାରିଖରେ ପଇସା ପଠାଯିବ । ଏହାଦ୍ବାରା ୧ କୋଟି ୯ ଲକ୍ଷ ଲୋକ ଉପକୃତ ହେବେ ।

ସେ ଆହୁରି ଲେଖିଛନ୍ତି, ବୃଦ୍ଧଜନ ସମାଜ ପାଇଁ ଅମୂଲ୍ୟ ଅଂଶ । ସେମାନଙ୍କ ସମ୍ମାନ ଓ ସୁରକ୍ଷିତ ଜୀବତକୁ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ରାଜ୍ୟ ସରକାର ଏହି ଦିଗରେ ଲଗାତାର ପ୍ରୟାସ କରୁଛନ୍ତି ଏବଂ ଅଂଶଗ୍ରହଣ କରୁଛନ୍ତି ।ସୂଚନାଯୋଗ୍ୟ, ଚଳିତବର୍ଷ ଶେଷ ଆଡକୁ ହେବ ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିପକ୍ଷ ଦଳ ବଡ ବଡ କଥା କହୁଥିବା ବେଳେ ଏନଡିଏ ମଧ୍ୟ ସମସ୍ତ ଚେଷ୍ଟା ଜାରି ରଖିଛି ।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In