ବାଲେଶ୍ଵର ( ଭିଓଭି ) ୨୪/୬ : – ବାଲେଶ୍ଵର ର ନୋସି ରେ ସିଡବି ର ନୂତନ ବ୍ରାଞ୍ଚ ର ଶୁଭାରମ୍ଭ କରାଗଲା । ଏଥିରେ ସିଡବି ର ଡିଜି ଏମ୍ ଙ୍କ ସହିତ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ । ବଡ଼ ଶିଳ୍ପପତିମାନେ ଯୋଗ ଦେଇ ସରକାର ଙ୍କ ର ସୁବିଧା ସୁଯୋଗ କୁ କିପରି କ୍ଷୁଦ୍ରଶିଳ୍ପପତିଙ୍କ ପାଖରେ ସୁଚାରୁରୂପେ ପହଞ୍ଚାଇହେବ ଏହା ଆଲୋଚନା ର ବିଷୟ ଥିଲା । ଅପରାହ୍ନ ୩ ଘଟିକା ସମୟରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
