• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସରିଲା ଏନଡିଏର ସଂସଦୀୟ ଦଳ ବୈଠକ, ଅପରେସନ ସିନ୍ଦୂର ପରେ ମୋଦିଙ୍କୁ କଲେ ସମ୍ବୋଧିତ

by Voice of Victims
August 5, 2025
in ଦେଶ ବିଦେଶ, ମୁଖ୍ୟ ଖବର
ସରିଲା ଏନଡିଏର ସଂସଦୀୟ ଦଳ ବୈଠକ, ଅପରେସନ ସିନ୍ଦୂର ପରେ ମୋଦିଙ୍କୁ କଲେ ସମ୍ବୋଧିତ

ନୂଆଦିଲ୍ଲୀ: ସରିଲା ଏନଡିଏର ସଂସଦୀୟ ଦଳ ବୈଠକ।  ଅପରେସନ ସିନ୍ଦୂର ପରେ ଏହା ଏଡିଏର ପ୍ରଥମ ବୈଠକ ।  ବୈଠକ ପୂର୍ବରୁ  ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଥିଲେ ସାଂସଦ ।  ସେହିପରି ଅପରେସନ ସିନ୍ଦୂରର ସଫଳତା ପାଇଁ  ମୋଦିଙ୍କୁ  ମାଳ ପିନ୍ଧାଇ ସ୍ବାଗତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ସମୟରେ ହର ହର ମହାଦେବ ଏବଂ ଭାରତ ମାତା କି ଜୟ ସ୍ଲୋଗାନ୍ ଶୁଣିବାକୁ ମିଳିଥିଲା ।  ବୈଠକରେ ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବର ସଫଳତା ପସ୍ତାବ ପାରିତ ହୋଇଛି ।  ଧାରା ୩୭୦ ଉଚ୍ଛେଦର ୬ ବର୍ଷ ପୂର୍ତ୍ତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏନଡିଏର ଏହି ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ।

ସରକାର ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ଅପରେସନ ସିନ୍ଦୂର ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯେଉଁ ବୈଠକରେ ଲୋକସଭା ଏବଂ ରାଜ୍ୟସଭା ଉଭୟେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ବିରୋଧୀ ଦଳଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର କାହିଁକି ବନ୍ଦ ହେଲା ଏବଂ କେତେ ଯୁଦ୍ଧ ବିକାନ ନିୟୋଜିତ ଥିଲା ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । ଯାହାର ସମସ୍ତ ଉତ୍ତର ଆକ୍ରମଣାତ୍ମକ ଭାବେ ମୋଦି ନିଜେ ନିଜର ମତାମତ ରଖିଥିଲେ । ଏହା ସହିତ ସେ ଆହୁରି କହିଥିଲେ ଯେ, ବିଜେପି ସରକାର ଉରି ଆକ୍ରମଣ, ପୁଲୱାମା ଆକ୍ରମଣ ଏବଂ ୨୦୧୪ ମସିହା ପରେ ହୋଇଥିବା ପହଲଗାମ ଆକ୍ରମଣର ଉଚିତ୍ ଜବାବ ଦେଇଛି ।

Post Views: 154
Share198Tweet124Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ
  • ଅଶୋକଧାମ ପରେ ମହାକାଳ ମନ୍ଦିରରେ ଦଳାଚକଟା ସ୍ଥିତି, ଅନେକ ଶ୍ରଦ୍ଧାଳୁ ଆହତ
  • ରେଡ୍ ଆଲର୍ଟରେ କେନ୍ଦୁଝର, ସ୍କୁଲ-କଲେଜ ଓ ଅଙ୍ଗନୱାଡ଼ି ବନ୍ଦ
  • ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ
  • ବାଲେଶ୍ଵରରେ ତୁହାକୁ ତୁହା ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In