• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୂକମ୍ପରେ ଥରିଲା ବାଂଲାଦେଶ, ୨ ଥର ଭୂମିକମ୍ପ ଝଟକା ଅନୁଭୂତ

by Voice of Victims
November 23, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ବାଂଲାଦେଶ : ଆଜି ବାଂଲାଦେଶରେ ପୁଣି ଭୂକମ୍ପର ଝଟକା ଅନୁଭୂତ ।  ଗୋଟିଏ ସେକେଣ୍ଡରେ ୨ ଟି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୩.୭ ଏବଂ ୪.୩ । ବାଂଲାଦେଶ ପାଣିପାଗ ବିଭାଗର ଭୂମିକମ୍ପ ପର୍ଯ୍ୟବେକ୍ଷଣ ଏବଂ ଗବେଷଣା କେନ୍ଦ୍ର ଶନିବାର ସକାଳ ୧୦ଟା ୩୬ ମିନିଟ୍ ସମୟରେ ଢାକାର ଆଶୁଲିଆର ବାଇପାଇଲରେ ରିକ୍ଟର ସ୍କେଲରେ ୩.୩ ତୀବ୍ରତାର ଭୂମିକମ୍ପ ରେକର୍ଡ କରିଛି ।

ସୂଚନାନୁଯାୟୀ, ଗତକାଲି ଏବଂ ଶୁକ୍ରବାର ଦିନ ହୋଇଥିବା ଭୂକମ୍ପରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଯାହାର ତୀବ୍ରତା ୫.୭ ଥିଲା । ଏହି ଘଟଣା ପରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନିସ୍ ପୀଡିତଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

Post Views: 22
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In