ବାଲେଶ୍ୱର (ଭିଓଭି) ୧୫/୧ ; – ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ଅଧିକାର ଏବଂ ନିର୍ଯାତନା ସଚେତନତା ଉପରେ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଙ୍କ ସମେତ ରେମୁଣା ଏବଂ ସଦରର ସିଡ଼ିପିଓ , ଅଙ୍ଗନବାଡ଼ି କର୍ମୀ , ଅଙ୍ଗନବାଡ଼ି ସୁପରଭାଇଜର , ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ଯୋଗଦେଇଥିଲେ । ମହିଳାମାନଙ୍କୁ ମିଳୁଥିବା ନିର୍ଯାତନା ର କାରଣ ଏବଂ ନିରାକରଣ , ଶିକ୍ଷା ସମ୍ବନ୍ଧୀୟ ଆଲୋଚନାମାନ କରାଗଲା ।
