• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଧରାତିରେ ପାକିସ୍ତାନୀ ଡଙ୍ଗାକୁ ଘେରିଲା ଭାରତ, ୯ ପାକିସ୍ତାନୀଙ୍କୁ କାବୁ କଲା ଭାରତୀୟ ତଟରକ୍ଷୀ ବାହିନୀ

by Voice of Victims
January 16, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅଧରାତିରେ ପାକିସ୍ତାନୀ ଡଙ୍ଗାକୁ ଘେରିଲା ଭାରତ, ୯ ପାକିସ୍ତାନୀଙ୍କୁ କାବୁ କଲା ଭାରତୀୟ ତଟରକ୍ଷୀ ବାହିନୀ

ପାକିସ୍ତାନୀ ଡଙ୍ଗାକୁ ଘେରିଲା ଭାରତ ।  ଅଧରାତିରେ ପାକିସ୍ତାନୀ ମାଛଧରା ବୋଟ ଜବତ କଲା ଭାରତୀୟ ତଟରକ୍ଷୀ ବାହିନୀ -ICG ।  ବୋଟରେ ଥିବା ୯ ପାକିସ୍ତାନୀଙ୍କୁ କାବୁ କରି ଏକ ସଫଳ ଅପରେସନ କରିଛି ତଟରକ୍ଷୀ ବାହିନୀ । ଆରବ ସାଗରରୁ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଧରିଲା ଭାରତୀୟ ତଟରକ୍ଷୀ ବାହିନୀ-ICG ।  ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରୁ ପାକିସ୍ତାନର ମାଛଧରା ବୋଟ ସମେତ ୯ ପାକିସ୍ତାନୀଙ୍କୁ କାବୁ କରିଛି ICG ।

ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ ପଇଁତରା ମାରୁଥିଲା ତଟରକ୍ଷୀ ବାହିନୀ ।  ଏହି ସମୟରେ ଭାରତୀୟ ସୀମା ଅତିକ୍ରମ କରିଥିବା ‘ଅଲ୍-ମଦ୍ଦୀନା’ ନାମକ ଏକ ପାକିସ୍ତାନୀ ମାଛଧରା ବୋଟକୁ ରହିବା ପାଇଁ ସତର୍କ ନିର୍ଦ୍ଦେଶ ଦେଇଥିଲା ICG ।  କିନ୍ତୁ ଏହାକୁ ଭ୍ରୁକ୍ଷେପ ନ କରି ପାକିସ୍ତାନ ଆଡ଼କୁ ତୀବ୍ର ବେଗରେ ମାଡ଼ି ଚାଲିଥିଲା ପାକିସ୍ତାନୀ ବୋଟ୍ ।  କୌଶଳକ୍ରମେ ସମସ୍ତଙ୍କୁ କାବୁ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ ।  ସମସ୍ତଙ୍କୁ ବୋଟ ମଧ୍ୟରେ ଯାଞ୍ଚ କରି ନିଜ ହେପାଜତକୁ ନେଇଥିଲା ଭାରତୀୟ ତଟରକ୍ଷୀ ବାହିନୀ ।

Post Views: 31
Share199Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In