କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି। ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ବରେ ଶତାଧିକ ବ୍ୟକ୍ତି ପଦଯାତ୍ରାରେ ଯାଇ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଶିଶିର ଜେନା, ନିମାଇଁ ଜେନା, କିଶୋର ସାଗର, ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ପ୍ରିୟବ୍ରତ ରାଉତରାୟ, ସ୍ବରୂପ ସାହୁ, ପ୍ରମୋଦ ଦାଶ, ସବିତା ପରିଡ଼ା, ସୁରଭି ରାଉତ, ସି ଏଚ୍ ବସନ୍ତା, ଜୟନ୍ତୀବାଳା ମହାନ୍ତି, ମମତା ଚୌଧୁରୀ, ସରୋଜିନୀ ଜେନା, ଦୀପ୍ତି ସ୍ବାଇଁ, କବିତା କରଣ, ପ୍ରତିମା ମିଶ୍ର, ମନୋରମା ପାତ୍ର, ଝୁନାରାଣୀ ବେହେରା, ନିତାଇ ବଳ, ଗଜେନ୍ଦ୍ର ସ୍ବାଇଁ, ସୁଦାମ ମହାକୁଡ଼, ଜ୍ୟୋତି ମୁଦୁଲି, ଶ୍ରୀଧର ପଣ୍ଡା, କୁରେଶ ପାତ୍ର, ଚନ୍ଦେଶ୍ଵର ବେହେରା, ସୀମନ୍ତ ଆଚାର୍ଯ୍ୟ, ରାମଚନ୍ଦ୍ର ସାହୁ, ସାଧୁ ଚରଣ ସ୍ବାଇଁ, ଅଗଣୀ ନାୟକ ଓ ସାଗର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସତ୍ୟ ରଞ୍ଜନ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
