• About Us
  • Contact Us
Tuesday, February 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ

by Voice of Victims
February 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ

କଟକ, ଗଣ୍ଡରପୁର ବ୍ୟାରେଜ କଲୋନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଥିବା ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ରେକି ମିଶନର ସଂସ୍ଥାପକ ଶ୍ରୀସନ୍ଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କିଶୋର ସାଗର, ପ୍ରମୋଦ ଦାଶ, ଭାଗବତ ସାହୁ, ଦାମୋଦର ଦାସ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଧାଂଶୁ ମହାନ୍ତି, ନିର୍ମଳ ସାହୁ, ରାମଚନ୍ଦ୍ର ସାହୁ, ଶ୍ରୀଧର ପଣ୍ଡା, ଶରତ ପଣ୍ଡା, ଗଜେନ୍ଦ୍ର ସ୍ବାଇଁ, ଅମୂଲ୍ୟ ମହାନ୍ତି, ସୁରେନ୍ଦ୍ର ସାହୁ, ଜୟନ୍ତୀବାଳା ମହାନ୍ତି, ଜୟଶ୍ରୀ ମହାନ୍ତି, ବିଦ୍ୟୁତଲତା ରାୟ, ଦୀପ୍ତି ସ୍ବାଇଁ, କବିତା କରଣ, ବାସନ୍ତୀ ଦାସ, ଗୀତାଞ୍ଜଳି ସାହୁ, ରଶ୍ମିତା ଦଳାଇ, ମୋନା ନାୟକ, ସନ୍ତୋଷୀ ଭଗତ, କାବେରୀ ମହାନ୍ତି, ରଶ୍ମିତା ବସ୍ତିଆ, ରୀତାଞ୍ଜଳି ପରିଡ଼ା, ନିର୍ମଳା ଚୌଧୁରୀ ଓ କବିତା ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବୈଦିକ ଯଜ୍ଞ, ରାମଚରିତ ମାନସ, ଜଗନ୍ନାଥ ଅଷ୍ଟକମ, ବନ୍ଦେ ଉତ୍କଳ ଜନନୀ, ଓଡ଼ିଆ ଭାଗବତ ଓ ଗୀତା ପାଠ ସହ ଯୋଗ ନୃତ୍ୟ ପରିବେଷଣ କରାଯାଇଥିଲା। ନିତାଇ ବଳ ଧନ୍ୟବାଦ ଦେଇଥିଲେ।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ହସପିଟାଲରେ ହେଲେ ଭର୍ତ୍ତି
  • ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି
  • ଧାନ କିଣାରେ ଅବ୍ୟବସ୍ଥା, ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା
  • ବଳଭଦ୍ରପୁର ଯୁବକ ସଙ୍ଘ ଆନୁକୂଲ୍ୟରେ ମାଗଣା ଫିଜିଓଥେରାପି ଶିବିର ଅନୁଷ୍ଠିତ
  • ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In