• About Us
  • Contact Us
Thursday, February 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

PUCC ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ସୂଚନା, ୧୦ ହଜାର ଟଙ୍କା ଫାଇନକୁ କମ୍ କରିବାକୁ ଚାଲିଛି ଆଲୋଚନା

by Voice of Victims
February 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
PUCC ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ସୂଚନା, ୧୦ ହଜାର ଟଙ୍କା ଫାଇନକୁ କମ୍ କରିବାକୁ ଚାଲିଛି ଆଲୋଚନା

ଭୁବନେଶ୍ୱର : PUCC ଫାଇନ୍ କମାଇବା ଯୋଜନା ଚାଲିଛି । ୧୦ ହଜାର ଟଙ୍କା ଫାଇନକୁ କମ୍ କରିବାକୁ ଆଲୋଚନା ହେଉଛି । ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ PUCC ନିୟମ କଡ଼ାକଡ଼ି ହୋଇଥିଲା । ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ ମନ୍ତ୍ରୀ ।

ଏବେ ଟୋଲ ଗେଟରେ PUCC ଜରିମାନା କମ୍ କରିବାକୁ ଯୋଜନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବକେୟା ଚାଲାଣ ପୈଠ ନକଲେ ହୋଇପାରିବନି PUCC । PUCC ପୂର୍ବରୁ ବକେୟା ଚାଲାଣ ଭରିବା ବାଧ୍ୟତାମୂଳକ କରାଯାଇଛି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଅପରେସନ ସିନ୍ଦୂରର ହିରୋ ଥିଲା ରାଫେଲ, ବାୟୁସେନା ଉପମୁଖ୍ୟ ନାଗେଶ କୁମାରଙ୍କ ବୟାନ
  • PUCC ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ସୂଚନା, ୧୦ ହଜାର ଟଙ୍କା ଫାଇନକୁ କମ୍ କରିବାକୁ ଚାଲିଛି ଆଲୋଚନା
  • ତ୍ରିକୋଣୀୟ ପ୍ରେମରୁ ହତ୍ୟା, ଲିଜାଙ୍କୁ କ୍ଲିନଚିଟ୍ ଦେଲା ପୋଲିସ
  • ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ଟ୍ରାଫିକ ଯନ୍ତ୍ରଣାରୁ ମିଳିବ ମୁକ୍ତି
  • ଆସନ୍ତାକାଲି ‘ଭାରତ ବନ୍ଦ’, ଦେଶବ୍ୟାପୀ ହେବ ଚକା ଜାମ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In