• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭିତରକନିକାରେ କମିଲା ଡଲଫିନ ସଂଖ୍ୟା, ୩ ଦିନ ଧରି ଗଣନା କରିଥିଲେ ୯ ଟି ଟିମ୍

by Voice of Victims
February 13, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଭିତରକନିକାରେ କମିଲା ଡଲଫିନ ସଂଖ୍ୟା, ୩ ଦିନ ଧରି ଗଣନା କରିଥିଲେ ୯ ଟି ଟିମ୍

ରାଜନଗର: ଗହୀରମଥା ଓ ଭିତରକନିକାରେ କମିଲା ଡଲଫିନ ସଂଖ୍ୟା । ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କମିଛି ଡଲଫିନ ସଂଖ୍ୟା । ଗତବର୍ଷ ତୁଳନରେ ଚଳିତବର୍ଷ ୧୧ଟି ଡଲଫିନ ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୫୦୪ଟି ପାଞ୍ଚ ପ୍ରଜାତିର ଡଲଫିନ ଦେଖା ଯାଇଥିବା ବେଳେ ଚଳିତବର୍ଷ ୪୯୩ ଟି ଡଲଫିନ ଗଣନା କରାଯାଇଛି । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟ୍ୟରେ ଓ ଭିତରକନିକାର ନଦୀ ଓ କ୍ରିକ ମାନଙ୍କରେ ବନବିଭାଗର ୯ ଟି ଟିମ ୩ ଦିନ ଧରି ଡଲଫିନ ଗଣନା କରିଥିଲେ l

ପୂର୍ବରୁ କେବଳ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା । ୨୦୧୫ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ କ୍ରମେ ଭିତରକନିକାରେ ଡଲଫିନ ଗଣନା କରାଯାଉଛି । ଚିଲିକାରେ ଇରାୱାଡି ନାମକ ଗୋଟିଏ ପ୍ରଜାତିର ଡଲଫିନ ଦେଖା ଯାଉଥିବା ବେଳେ ଭିତରକନିକା ଇରାୱାଡି ,ବଟଲନୋଜ ,ହମ୍ପବ୍ୟାକ ,ଫିନଲେସ ଓ ଗାଙ୍ଗେଟିକ ପ୍ରଭୂତି ୫ ପ୍ରଜାତିର ଡଲଫିନ ଦେଖା ଯାଆନ୍ତି l ଚଳିତବର୍ଷ ବାବୁବାଲି ଓ ହାବାଳୀଖଟି ନିକଟରେ ହମ୍ପବ୍ୟାକ ନାମକ ଡଲଫିନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି । କେବଳ ଅଲିଭ ରିଡଲେ କଇଁଛ ନୁହେଁ ଡଲଫିନ ମାନଙ୍କର ଏନ୍ତୁଡ଼ିଶାଳ ପାଲଟିଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ।

Post Views: 36
Share199Tweet124Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In