• About Us
  • Contact Us
Sunday, February 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସକୁ ପିଟିଲା ଟ୍ରକ, ୫ ମୃତ

by Voice of Victims
February 15, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସକୁ ପିଟିଲା ଟ୍ରକ, ୫ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଜିନ୍ଦର ଫ୍ଲାଏଓଭର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ଏକ ଦ୍ରୁତଗତିରେ ଆସୁଥିବା କାର୍ ଅନିୟନ୍ତ୍ରିତ ହୋଇ ରୋଡ୍ ଡିଭାଇଡର ସହିତ ଧକ୍କା ହୋଇ ସାମ୍ନାରୁ ଆସୁଥିବା କର୍ଣ୍ଣାଟକ ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ ବସ୍ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସ କହିବା ମୁତାବକ, ବସରେ ମୋଟ୍ ୪୦ ଜଣ ଯାତ୍ରୀ ଥିଲେ, କିନ୍ତୁ କାର ଜୋରଦାର ଧକ୍କା ହେବାରୁ ଏଥିରେ ଥିବା ୫ ଜଣଙ୍କ ଜୀବନ ଚାଲିଯାଇଛି । ବସରେ ଥିବା ଅନେକ ଯାତ୍ରୀଙ୍କୁ ଆଘାତ ଲାଗିଛି । ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ଗାଡ଼ିଟି ନିୟନ୍ତ୍ରଣ ହରାଇ ଧକ୍କା ହୋଇଥିବା ଜଣାପଡିଛି ।

ଆହତଙ୍କୁ ଚିକିତ୍ସା ଚାଲିଛି । ବେଙ୍ଗାଲୁରୁ ପୋଲିସ ଏବଂ ଜରୁରୀକାଳୀନ ସେବା ପହଞ୍ଚି ଆହତଙ୍କୁ ନକଟସ୍ଥ ହସପିଟାଲରେ ଭର୍ତ୍ତି କରିଛି । ମୃତ ଦେହ ବ୍ୟବଚ୍ଛେଦ କରାଯାଉଛି । ସୂଚନା ମିଳିବା ପରେ ପରିବାର ଲୋକ ଜଣାଇଦିଆଯିବ ।

Post Views: 21
Share199Tweet124Send
Voice of Victims

Voice of Victims

Recent Posts

  • ଆରପାରିରେ ଗୀତା ପଟ୍ଟନାୟକ
  • ଲୋକ ମହୋତ୍ସବ “ବର୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ
  • ଜାଗର ଯାତ୍ରାରେ ଭକ୍ତିମୟ ରଣପୁର: ଶିବ ପଞ୍ଚାକ୍ଷରରେ ଗୁଞ୍ଜିଉଠିଲା ମନ୍ଦିର ପରିସର
  • ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ
  • ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସକୁ ପିଟିଲା ଟ୍ରକ, ୫ ମୃତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In