• About Us
  • Contact Us
Saturday, May 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା, ଜଗିବେ ବ୍ଲାକ କମାଣ୍ଡୋ

by Voice of Victims
February 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା, ଜଗିବେ ବ୍ଲାକ କମାଣ୍ଡୋ

ଭୁବନେଶ୍ୱର : ଏଥର ବିଧାନସଭା ଜଗିବେ ବ୍ଲାକ କମାଣ୍ଡୋ । ଚଳିତ ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଜଗିବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ । ଗୋଟିଏ ସ୍ପେସାଲ୍ ଟାକ୍ଟିକାଲ ୟୁନିଟ୍ ନିୟୋଜିତ ହେବେ ।  ୮ଜଣ ଅତିରିକ୍ତ ଡିସିପି ଙ୍କ ସହ ୨୪ଜଣ ଏସିପି, ୨୭ଜଣ ଇନସ୍ପେକ୍ଟର ଓ ୧୧୦ ଜଣ ଏସଆଇ ଓ ଏସଆଇ ସହ ୫୫ଜଣ ମହିଳା କନଷ୍ଟେବଳ ସୁରକ୍ଷାରେ ନିୟୋଜିତ ହେବେ ।

ଏଥିସହ ଡଗ ସ୍କ୍ୱାଡ୍ ସହ ଫାୟାର ୟୁନିଟ ଓ ଆମ୍ବୁଲାନ୍ସ ମୁତୟନ ହେବ । ସିସିଟିଭି ସହ ଓ୍ବାଚ କାରବାରରେ ଜଗିବେ ବନ୍ଧୁକଧାରି ପୋଲିସ । ରୁଫ୍ ଟପ୍ ସିକୁରିଟ ମଧ୍ୟ ଆୟୋଜିତ ହୋଇଛି । ଏନେଇ ସୁରକ୍ଷାର ତଦାରଖ କରୁଛନ୍ତି ସିପି ଓ ବରିଷ୍ଠ ପୋଲିସ ଅଧିକାରୀ ।

Post Views: 23
Share1Tweet1Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In