• About Us
  • Contact Us
Tuesday, March 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କ୍ଷମା ପ୍ରାର୍ଥନା କଲା NCERT, ଆପତ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ

by Voice of Victims
March 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
କ୍ଷମା ପ୍ରାର୍ଥନା କଲା NCERT, ଆପତ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ

ଭୁବନେଶ୍ବର: କ୍ଷମା ପ୍ରାର୍ଥନା କଲା NCERT । ଅଷ୍ଟମ ଶ୍ରେଣୀ ବହିରେ ପ୍ରକାଶିତ ଚାପ୍ଟର ପାଇଁ ନିସର୍ତ୍ତ କ୍ଷମା ମାଗିଲା NCERT । ସଂସ୍ଥାର ନିର୍ଦ୍ଦେଶକ ଓ ସଦସ୍ୟମାନେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।  ଏହି ବହି ଫେରାଇ ନିଆଯାଇଛି ଏବଂ ବଜାରରେ ଉପଲବ୍ଧ ନାହିଁ ବୋଲି ଏକ ବିବୃତ୍ତି ଜାରି କରିଛନ୍ତି । Ther role of judiciary in our society ଶୀର୍ଷକ ଚାପ୍ଟର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

ଅଷ୍ଟମ ଶ୍ରେଣୀର ନୂଆ NCERT ସାମାଜିକ ବିଜ୍ଞାନ ବହିରେ ପ୍ରକାଶ ପାଇଥିବା ଏହି ବିଷୟକୁ ନେଇ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ସାମାଜିକ ବିଜ୍ଞାନ ବହି ଉପରେ ରୋକ୍ ଲଗାଇଥିଲେ ।  ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ବୋଲି କଡ଼ା ମତ ରଖିଥିଲେ। ଶିକ୍ଷା ବିଭାଗ ସଚିବ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • କ୍ଷମା ପ୍ରାର୍ଥନା କଲା NCERT, ଆପତ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ
  • ପଦ୍ମଶ୍ରୀ ହର୍ମାନ କୁଲକେଙ୍କ ପରଲୋକ, ଜର୍ମାନୀର ବିଶିଷ୍ଟ ଐତିହାସିକ ଥିଲେ କୁଲକେ
  • ବଢ଼ିଲା ଗ୍ୟାସ ଟେନସନ୍, ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍
  • ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ, ଆଗକୁ ବନ୍ଦ ହେବ ହୋଟେଲ ଓ ରେଷ୍ଟୁରାଣ୍ଟ
  • ବିଶ୍ୱରେ ଯୁଦ୍ଧର ନିଆଁ: ଆକାଶଛୁଆଁ ଅଶୋଧିତ ତୈଳ ଦର, ୧୦୦ ଡଲାର ପାର୍ କଲା ଦର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In