• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଯୁବ ସମାଜସେଵୀ ସଞ୍ଜୟ ପଟ୍ଟନାୟକଙ୍କୁ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ

by Voice of Victims
February 12, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଯୁବ ସମାଜସେଵୀ ସଞ୍ଜୟ ପଟ୍ଟନାୟକଙ୍କୁ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ

ଟାଙ୍ଗୀ (ଭିଓଭି): ଯୁବ ସମାଜ ସେଵୀ ସଞ୍ଜୟ ପଟ୍ଟନାୟକଙ୍କୁ ଆମେରିକାନ ଆଲିଆନ୍ସ ବିଶ୍ଵବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ପାଇଁ ସମ୍ମାନ ଜନକ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ ପୋଖରୀଆରେ ୧୯୭୪ ମସିହାରେ ବାପା ବିସ୍ଟ ମୋହନ ପଟ୍ଟନାୟକ ଓ ମାତା ସୁବର୍ଣ୍ଣ ପଟନାୟକ ଙ୍କ ଔରସରୁ ସଂଜୟ ପଟନାୟକ ଙ୍କ ଜନ୍ମ ଗ୍ରହଣ କରିଥିଲେ।.ସଂଜୟ ବିଦ୍ୟାଳୟରେ ପାଠ ପଢିବା ଦିନଠାରୁ ସମାଜ ସେବା ପ୍ରତି ବେଶ ଆଗ୍ରହ ଦେଖାଇଥିଲେ। ସେହି ଦିନ ଠାରୁ ସମସଜ ସେବାକୁ ଗୁରୁମନ୍ତ୍ର ଭାବେ ଗ୍ରହଣ କରି ଦିନକୁ ଦିନ ଆଗେଇ ଚାଲିଥିଲେ। ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ପିପୁଲସ ଫୋରମ ସଂଗଠନର ମୁଖ୍ୟ ଦୋଳ ଗୋବିନ୍ଦ ପଟ୍ଟନାୟକଙ୍କ ସାନିଧ୍ୟରେ ଆସିବା ପରେ ଗୋ ସେବା, ସଡ଼କ ସୁରକ୍ଷା..ମାନସିକ ବିକାରଗ୍ରସ୍ତଙ୍କର ସୁରକ୍ଷା ସହ ମହିଳା ମାନଙ୍କର ଅର୍ଥନୈତିକ ଅଗ୍ରଗତି ନେଇ କାର୍ଯ୍ୟ କରିଚାଳିଲେ। ଏଥିପାଇଁ ଆଜି ସଂଜୟ ପଟ୍ଟନାୟକଙ୍କୁ ଏଭଳି ସମ୍ମାନ ଜନକ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ କରିଛି ଆମେରିକାନ ଆଲିଆନ୍ସ ବିଶ୍ଵବିଦ୍ୟାଳୟ। ଏଥିପାଇଁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଂଜୟ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି। ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ଉପ ସଭାପତି ମନୋଜ ନାଇଡ଼ୁ, ଉପଦେଷ୍ଟା ପ୍ରଦୋଷ ଦାଶ, ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରଵକ୍ତା ସରୋଜ କୁମାର ପାଇକରାୟ, ସହ-ସମ୍ପାଦକ ରାମଚନ୍ଦ୍ର ପରିଡା, ସାମ୍ବାଦିକ ଦୁର୍ଗା ଚରଣ ଦାଶ, କମଳ ଲୋଚନ ପାଇକରାୟ, ରଜନୀ କାନ୍ତ ମିଶ୍ର, .ସୂର୍ଯ୍ୟକାନ୍ତ ସାହୁ, ଅନନ୍ତ ପ୍ରଧାନ. ଅଭିଜିତ ଦାଶ. ରାକେଶ ଜଗଦେବ. ରାକେଶ ମହାନ୍ତି. ଯଦୁମଣୀ ବେହେରା. ପ୍ରଶାନ୍ତ ବେହେରା ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି।

Post Views: 146
Share199Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In