• About Us
  • Contact Us
Saturday, June 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home odisha

ରାସ୍ତାକଡ଼ରେ ପଡିଛି କୁଢ଼ କୁଢ଼ ଅଳିଆ ଓ ମଦ ବଟଲ, ଦେଖିକି ରାଗି ଗଲେ BMC ମେୟର

by Voice of Victims
June 3, 2026
in odisha, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାସ୍ତାକଡ଼ରେ ପଡିଛି କୁଢ଼ କୁଢ଼ ଅଳିଆ ଓ ମଦ ବଟଲ, ଦେଖିକି ରାଗି ଗଲେ BMC ମେୟର

ଭୁବନେଶ୍ୱର: ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର । ରୁପାଲି ଛକ ନିକଟରେ ଆଜି ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯ୍ୟକ୍ରମ ଚାଲିଥିବାବେଳେ ରାସ୍ତା ଉପରେ ହୋଇଥିବା ଜବରଦଖଲ ସହ ରାସ୍ତା କଡରେ ପଡ଼ିରହିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନାକୁ ଦେଖି ବିରକ୍ତ ହୋଇଥିଲେ ସୁଲୋଚନା ଦାସ । କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କ ଉପରେ ବର୍ଷିଥିଲେ ।

କେଉଁଠି ଭଙ୍ଗା ଅଟୋ ତ ଆଉ କେଉଁଠି ପାର୍କ ଭିତରେ ଗଦା ହୋଇଛି। କିଏ ପାର୍କ ମାଡ଼ି ବସି ସର୍ଭିସଂ ସେଣ୍ଟର କରିଛି ତ ଆଉ କେଁଠି ରାସ୍ତା ଉପରେ ଜବରଦଖଲ କରି ବୋଇନ ଭାବେ ଗଢି ଉଠିଛି ଦୋକାନ ଘର। ସରକାରୀ ଜାଗାରେ ହୋଇଥିବା ସର୍ଭିସ ସେଣ୍ଟରକୁ ସିଲ କରିଦେଇଛି BMC । ପରିମଳ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖୋଦ ସହର କେନ୍ଦ୍ରସ୍ଥଳ ରୂପାଲି ଛକ ନିକଟରେ କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କୁ ତାଗିଦ୍ କରିବା ସହ ସ୍ଵଚ୍ଛତା ଦିଗରେ ସହରବାସୀ ସଜାଗ ଓ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ଦାରିଦ୍ର୍ୟର ଦ୍ବାର ଦେଶରେ ପାକିସ୍ତାନ, ଦାରିଦ୍ର୍ୟ ପାଇଁ ଭାଙ୍ଗିଲା ସମସ୍ତ ରେକର୍ଡ
  • ଅଡ଼ୁଆରେ ମମତା, ଭଣଜା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ପୋଲିସ
  • ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
  • ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ
  • ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In