• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ

by Voice of Victims
August 17, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ

କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ଭାଣପୁର ସ୍ଥିତ ସର୍ବେଶ୍ଵର ଶୈବପୀଠ ଠାରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଶିଶିର ଜେନା, ନିମାଇଁ ଜେନା, ଭାରତ ସ୍ବାଭିମାନ ମହାମନ୍ତ୍ରୀ କିଶୋର ସାଗର, ବିଚିତ୍ର ସାହୁ, ଶିବାଜୀ ସତ୍ୟ ଷଡ଼ଙ୍ଗୀ, ପ୍ରସନ୍ନ ଭୂୟାଁ, ପ୍ରିୟବ୍ରତ ରାଉତରାୟ, ସ୍ବରୂପ ସାହୁ, ପ୍ରମୋଦ ଦାଶ, ଆଶିଷ ହାଲଦାର, ଭରତ ଶର୍ମା, ଅମୂଲ୍ୟ ମହାନ୍ତି, ଗଜେନ୍ଦ୍ର ସ୍ବାଇଁ, ମହେନ୍ଦ୍ର ତ୍ରିପାଠୀ, ତ୍ରିନାଥ ଦାସ, ଗୌରବ ଶର୍ମା, ଲକ୍ଷ୍ମଣ କରଣ, ରାମଚନ୍ଦ୍ର ସାହୁ, ସାଗର ନାୟକ, ଶ୍ରୀଧର ପଣ୍ଡା, ଦେବାଶିଷ ପ୍ରଧାନ, ଶରତ ପଣ୍ଡା, ହୃଷିକେଶ ସାହୁ, ମାନସ ଦାସ, ଖଗେଶ୍ବର ସାହୁ, ସୀମନ୍ତ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ବେହେରା, ସୁଦାମ ମହାକୁଡ଼, ଗୋଲେଖ ପ୍ରଧାନ, ଗୋପିନାଥ ସାହୁ, ସଞ୍ଜୟ ସାହୁ, ସାଧୁଚରଣ ସ୍ବାଇଁ, ରମେଶ ମଲ୍ଲିକ, ସୁଧାଂଶୁ ମହାନ୍ତି, ଚଣ୍ଡେଶ୍ଵର ବେହେରା, ପ୍ରଦ୍ୟୁମ୍ନ ବେହେରା, ପ୍ରମୋଦ ସାହୁ, ସି ଏଚ୍ ବସନ୍ତା, ବନ୍ଦିତା ମହାପାତ୍ର, ପାର୍ବତୀ ବିଶ୍ଵାଳ, କବିତା କରଣ, ଗୀତାଞ୍ଜଳି ଶତପଥୀ, ବିଦ୍ୟୁତଲତା ରାୟ, ବିମଳା ପାଣିଗ୍ରାହୀ, ସ୍ମୃତିସ୍ନିଗ୍ଧା ମହାପାତ୍ର, ଅନାମିକା ହୋତା, ପ୍ରତିମା ମିଶ୍ର, କବିତା ରାଉଳ, ବାସନ୍ତୀ ଦାସ, ଦୀପ୍ତି ସ୍ବାଇଁ, ଜୟଲକ୍ଷ୍ମୀ ରାଉତରାୟ, ଲୀଲା ଶର୍ମା, ଦେବଲକ୍ଷ୍ମୀ ପଟ୍ଟନାୟକ, ତପସ୍ଵିନୀ ମହାନ୍ତି, ଗୀତାଞ୍ଜଳି ସାହୁ, ଆରତୀ ପଣ୍ଡା, ରୀତା ପୁହାଣ, ସଞ୍ଜୁ ପାତ୍ର, ଅମିତା ପୃଷ୍ଟି, ଅଞ୍ଜଳି ନାୟକ, ସବିତା ଦାସ, ଉଷାରାଣୀ ଜେନା, ଦେବଯାନୀ ପ୍ରଧାନ, କୁମୁଦିନୀ ଦ୍ଵିବେଦୀ, ରୋଜାଲିନ୍ ସାହୁ, ମମତା ସାହୁ ଓ ମମତା ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ପତଞ୍ଜଳି ଯୋଗପୀଠ ପରିବାରର ୩୦୦ ରୁ ଅଧିକ ସାଧକ ସାଧିକା ଜଳାଭିଷେକ କରିବା ସହ ସଂକୀର୍ତ୍ତନ, ଭଜନ, ଶିବ ତାଣ୍ଡବ, ସରଳ ବୈଦିକ ଯଜ୍ଞ କରିଥିଲେ। ବୋଲବମ୍ ସେବା ଟ୍ରଷ୍ଟ ପକ୍ଷରୁ ପ୍ରସାଦ ବଣ୍ଟନ ଓ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

Post Views: 12
Share196Tweet123Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ
  • ଅଶୋକଧାମ ପରେ ମହାକାଳ ମନ୍ଦିରରେ ଦଳାଚକଟା ସ୍ଥିତି, ଅନେକ ଶ୍ରଦ୍ଧାଳୁ ଆହତ
  • ରେଡ୍ ଆଲର୍ଟରେ କେନ୍ଦୁଝର, ସ୍କୁଲ-କଲେଜ ଓ ଅଙ୍ଗନୱାଡ଼ି ବନ୍ଦ
  • ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ
  • ବାଲେଶ୍ଵରରେ ତୁହାକୁ ତୁହା ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In