• About Us
  • Contact Us
Tuesday, September 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଲୋୟର ପିଏମଜିରେ ବଢ଼ୁଛି ବିଜେଡି କର୍ମୀଙ୍କ ଭିଡ଼, MMDR ଆଇନକୁ ବିରୋଧ

by Voice of Victims
September 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଲୋୟର ପିଏମଜିରେ ବଢ଼ୁଛି ବିଜେଡି କର୍ମୀଙ୍କ ଭିଡ଼, MMDR ଆଇନକୁ ବିରୋଧ

ଭୁବନେଶ୍ବର: ଲୋୟର ପିଏମଜିରେ ବିଜେଡିର ଗର୍ଜନ । MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ। ଯୋଗଦେବେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଶାଳ ଗଣଧାରଣାକୁ ସମ୍ବୋଧିତ କରିବେ। ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ମାର୍ଗରେ ବିଶାଳ ଗଣଧାରଣା । ବଢ଼ୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା । ସାମିଲ ହେଉଛନ୍ତି ହଜାର ହଜାର ବିଜେଡି କର୍ମୀ ଓ ନେତା। ବିଜୁ ଯୁବ, ଛାତ୍ର, ମହିଳା ଏବଂ କୃଷକ ମୋର୍ଚ୍ଚା – ସମସ୍ତେ ଏହି ଭିକ୍ଷୋଭ ରେ ସାମିଲ ହେଉଛନ୍ତି । MMDR ସଂଶୋଧନ ଆଇନକୁ BJD ‘କଳା ଆଇନ’ ବୋଲି ଅଭିହିତ କରିଛି ।

ଦଳର ଅଭିଯୋଗ, ଏହି ସଂଶୋଧନ ଆଇନ ଖଣି ଓ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟର ଅଧିକାରକୁ ସଙ୍କୁଚିତ କରିଛି । ଏହା ସଂଘୀୟ ବ୍ୟବସ୍ଥା ଉପରେ ଆଘାତ । ଦେଶର ପ୍ରାୟ ୪୪ ପ୍ରତିଶତ ଖଣିଜ ସମ୍ପଦ ଓଡ଼ିଶାରେ ଥିବାରୁ ନୂଆ ବ୍ୟବସ୍ଥାରେ ରାଜ୍ୟ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି BJD ଦାବି କରିଛି । MMDR ସଂଶୋଧନ ଆଇନ ପ୍ରତ୍ୟାହାର କରାଯାଉ କିମ୍ବା ଏହାକୁ ସ୍ଥଗିତ ରଖାଯାଉ ବୋଲି ଦଳ ଦାବି କରିଛି । ଏହାସହ ଆଇନ ପ୍ରତ୍ୟାହାର ଦାବିରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ BJD ରାଜ୍ୟ ସରକାରଙ୍କୁ କହିଛି ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ନୟାଗଡ଼ରେ ସଂସ୍କାର ଭାରତୀର ଜିଲ୍ଲା ସଂଗଠନ ବୈଠକ
  • ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍, ଚାଲିଗଲା ୪୯ ଜୀବନ
  • ଷଷ୍ଠ ଶ୍ରେଣୀରେ ଲାଗୁ ହେବନି ତ୍ରିଭାଷୀ ନୀତି : ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
  • ମହାନଦୀରେ ବଢ଼ୁଛି ବନ୍ୟାଜଳ : ତଳମୁଣ୍ଡ ପାଇଁ ବିପଦ, ହୀରାକୁଦର ୩୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ
  • ଅନୁଗୋଳ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In