• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆତଙ୍କୀ ସଂଗଠନର ଭାରତ ମୁଖ୍ୟ ଗିରଫ

by Voice of Victims
March 21, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଆତଙ୍କୀ ସଂଗଠନର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ । ଆସାମର ଧୁବ୍ରି ଅଞ୍ଚଳରୁ ଆଇଏସଆଇଏସର ଭାରତ ମୁଖ୍ୟ ହରିଶ ଆଜମଲ ଫାରୁକି ଏବଂ ତା’ର ଜଣେ ସହଯୋଗୀକୁ ଗିରଫ କରାଯାଇଛି । ଦୁହେଁ ଏନଆଇଏର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବାବେଳେ ପଡୋଶୀ ବାଂଲାଦେଶ ଦେଇ ଆସାମରେ ବେଆଇନ ଭାବେ ପ୍ରବେଶ କରିଥିଲେ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଆସାମ ସ୍ପେଶାଲ ଟାସ୍କ ଫୋର୍ସ  ଏକ ବଡ ଅପରେସନ ଚଳାଇ ଏହି ଦୁଇ ଟପ୍ ଆଇଏସଆଇଏସ ନେତାଙ୍କୁ ଗିରଫ କରିଛି । କୌଣସି ସୂତ୍ରରୁ ଏଜେନ୍ସିକୁ ସୂଚନା ମିଳିଥିଲା ଯେ, ଭାରତରେ ଆଇଏସଆଇଏସର ଦୁଇ ଟପ୍ ନେତା ଯିଏକି ପଡୋଶୀ ଦେଶରେ ଡେରା ପକାଇଥିଲେ, ଦୁହେଁ ହିଂସାକାଣ୍ଡ ଘଟାଇବାକୁ ଧୁବ୍ରି ସେକ୍ଟର ଦେଇ ଭାରତରେ ପ୍ରବେଶ କରିବେ । ଏହି ଖବର ମିଳିବା ମାତ୍ରେ ଦୁଇ ଆତଙ୍କୀଙ୍କୁ ଧରିବାକୁ ଆଇଜିପି ପାର୍ଥସାରଥୀ ମହନ୍ତଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଭାରତ-ବାଂଲାଦେଶ ଅନ୍ତରାଷ୍ଟ୍ରୀୟ ସୀମା ଧୁବ୍ରି ଧର୍ମଶାଳା ଅଞ୍ଚଳରେ ବଡ ତଲାସି ଅଭିଯାନ ଚଳାଇଥିଲା । ଶେଷରେ ବୁଧବାର ଭୋର୍ ପ୍ରାୟ ୪ଟା ୧୫ ସମୟରେ ଧୁବ୍ରିର ଧର୍ମଶାଳା ଅଞ୍ଚଳରୁ ଏହି ଦୁଇ ଓଝଓଝ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In