• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦୁର୍ବଳ ହେଉଛି ସାକ୍ଷୀଗୋପାଳ ଓଭରବ୍ରିଜ୍

by Voice of Victims
July 20, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦୁର୍ବଳ ହେଉଛି ସାକ୍ଷୀଗୋପାଳ ଓଭରବ୍ରିଜ୍

ସତ୍ୟବାଦୀ (ଦୁର୍ଗେଶ ମିଶ୍ର) : ଜାତୀୟ ରାଜପଥ ୨୦୩ ଅନ୍ତର୍ଗତ ସାକ୍ଷୀଗୋପାଳ ଓଭରବ୍ରିଜକୁ ଏନଏଚଏଆଇ କ୍ରମାଗତ ଅବହେଳା କରିଆସୁଛି। ସାଇଡ୍ ପ୍ଲେଟିଂ ଫାଙ୍କରେ ଗଛ ଉଠି ବଡ଼ ବଡ଼ ହୋଇଗଲେ ମଧ୍ୟ ଏହାର ମୂଳ ନିରାକରଣ ଦିଗରେ ଉଦାସୀନ କର୍ତ୍ତୃପକ୍ଷ। ତଳେ ଜମୁଛି ପାଣି। ମଝିରେ ମଝିରେ ଗଛ ଉପରୁ ଉପରୁ କଟାଗଲେ ମଧ୍ୟ ଗଛର ମୂଳ ପ୍ୟାକିଂ ମଧ୍ୟରେ ଜୀବିତ ରହିବାରୁ ବାରମ୍ବାର ଗଛ ବଢି ସେଇ ସମାନ ଅସୁବିଧା ହେଉଛି। ଏହା ଫଳରେ ଦୁର୍ବଳ ହେଉଛି ସାକ୍ଷୀଗୋପାଳ ଓଭରବ୍ରିଜ୍।
ତେଣୁ ଏହାର ନିରାକରଣ ଅପରିହାର୍ଯ୍ୟ ହୋଇପଡ଼ିଛି। 

Post Views: 35
Share204Tweet128Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In