• About Us
  • Contact Us
Wednesday, May 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନବୀନ ଦାୟିତ୍ୱରେ ଥିବା ଯାଏଁ ଦଳ ଅଛି ଓ ରହିବ:ସୁଧୀର ସାମଲ

by Voice of Victims
August 2, 2024
in ମୁଖ୍ୟ ଖବର, ରାଜ୍ୟ
ନବୀନ ଦାୟିତ୍ୱରେ ଥିବା ଯାଏଁ ଦଳ ଅଛି ଓ ରହିବ:ସୁଧୀର ସାମଲ

ଭୁବନେଶ୍ୱର: ମମତା ମହାନ୍ତ ଦଳ ଓ ରାଜ୍ୟସଭାରୁ ଇସ୍ତଫାର ଉଦ୍ଦେଶ୍ୟ ମୁଁ ଜାଣିନାହିଁ । ବିଜେଡି ଘର ଭାଙ୍ଗିନାହିଁ କିମ୍ବା ଭାଙ୍ଗିବାର ସମ୍ଭାବନା ମଧ୍ୟ ନାହିଁ । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ କଥା କହି ସାରିଛନ୍ତି । ନବୀନଙ୍କ ବକ୍ତବ୍ୟ ଓ ଉଚ୍ଚାରଣରୁ ଦଳ ଆଗକୁ ଆହୁରି ଶାଣିତ ଆଉ ଶକ୍ତିଶାଳୀ ହେବ ବୋଲି ଜଣାପଡୁଛି । ଘର ଲୋକ ଆମର ସମସ୍ତେ ଏକଜୁଟ ହୋଇ ଅଛନ୍ତି । ଦୀର୍ଘ ୨୪ ବର୍ଷ ପରେ ଆମେ ବିରୋଧୀକୁ ଆସିଛୁ । ନବୀନ ଦାୟିତ୍ୱରେ ଥିବା ଯାଏଁ ଦଳ ଅଛି ଓ ରହିବ ବୋଲି ବିଜେଡି ନେତା ସୁଧୀର ସାମଲ କହିଛନ୍ତି। ବିଜେଡି ଏକ ଆଞ୍ଚଳିକ ଦଳ ଓ ଭଲ ଅବସ୍ଥାରେ ଅଛି । କୌଣସି ଆଞ୍ଚଳିକ ଦଳ ମାଟିରେ ମିଶିବା ନଜିର କୌଣସି ରାଜ୍ୟରେ ଦେଖିବାକୁ ମିଳିନାହିଁ ।ଓଡ଼ିଆ ସ୍ପଷ୍ଟ ନୁ୍ୟଜରୁ ଏହି ଖବର କପି ହୋଇଛି ।   ଏହାଛଡ଼ା ସେ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ଉତ୍ଥାନ ଓ ପତନ ରହିଛି । ରାଜ୍ୟର ସେବା ପାଇଁ ନବୀନ ବାବୁ କାମ ଚଳାଉଛନ୍ତି । ଶାସନରେ ଥାଇ ଆଙ୍ଗୁଳି ଦେଖାଇବା ସହଜ । ହେଲେ ବିରୋଧୀରେ ରହି ଆଙ୍ଗୁଠି ଉଠାଇବା କଷ୍ଟ । ଆମ ପ୍ରତି ବିମୁଖ ହୋଇ ଜନସାଧାରଣ ଆମକୁ ବିରୋଧୀ ଦଳରେ ବସାଇଛନ୍ତି, ଏହା ହିଁ ବଡ଼ ବିସ୍ଫୋରଣ । ଏହାଠାରୁ ବଡ଼ ବିସ୍ଫୋରଣ ଆଉ କିଛି ହୋଇନପାରେ । ବିଜେଡିର କିଛି ନେତାଙ୍କୁ ନେଇ ବିଜେପିରେ ମିଶାଇ ପାରନ୍ତି । ଯେଉଁମାନେ ବିଗତ ଦିନରେ ଦଳ ଛାଡିଛନ୍ତି, ସେମାନେ ପଛ ଧାଡିରେ ବସିଛନ୍ତି । ଯଦି ସେମାନଙ୍କର ପଛରେ ବସିବାକୁ ଇଚ୍ଛା ସେମାନେ ଦଳ ଦିଆଁ ମାରି ପଛରେ ବସି ପାରିବେ।

Post Views: 72
Tags: As long as Naveen is in charge
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
  • କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ, ଥରେ ସ୍ବାଧୀନ ଓ ଥରେ ବିଜେଡିରୁ ବିଧାୟକ ହୋଇଥିଲେ
  • ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା
  • ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ
  • ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In