• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଶହୀଦନଗର ହାଟ ନିକଟସ୍ଥ ମଲ୍ଟି ଲେବଲ କାର ପାର୍କିଂରେ ଜନତାଙ୍କୁ ଶୋଷଣ

by Voice of Victims
September 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସମସ୍ୟା
ଶହୀଦନଗର ହାଟ ନିକଟସ୍ଥ ମଲ୍ଟି ଲେବଲ କାର ପାର୍କିଂରେ ଜନତାଙ୍କୁ ଶୋଷଣ

ଭୁବନେଶ୍ବର: ଶହୀଦ ନଗର ହାଟ ସାମ୍ନା ପାଖ ଅଞ୍ଚଳରେ କିଛି ସୁଦୃଶ୍ୟ ନୋ ପାର୍କିଂ ବୋର୍ଡ଼ ଲଗାଯାଇନାହିଁ। କେବଳ ଏକ ଛୋଟ ନୋ ପାର୍କିଂ ବୋର୍ଡ଼ ଏକ ଦୋକାନ କାନ୍ଥରେ ମରାଯାଇଛି ଯାହାକି ଦୋକାନର ପଲିଥିନିରେ ଅଧା ଘୋଡାଇ ହୋଇ ରହିଛି। ଯାହାଫଳରେ କାଁ ଭାଁ କିମ୍ବା ଅନ୍ୟ ସହରରୂ ଆସିଥବା ସାଧାରଣ ଲୋକଟି ଯଦି ଭୁଲଵଶତଃ ସେଠି ରାସ୍ତା କଡ଼ରେ ନିଜର ଗାଡି ରଖିଦେଉଛି ସଙ୍ଗେ ସଙ୍ଗେ ନିକଟରେ ଥିବା ମଲ୍ଟି ଲେବଲ କାର ପାର୍କିଂର କର୍ମଚାରୀମାନେ କାରଗୁଡ଼ିକୁ ଉଠାଇନେଉଛନ୍ତି l ତାଙ୍କ ପାଖରୂ ଗାଡି ମୁକୁଳାଇବାକୁ ହେଲେ ସାଧାରଣ ଜନତାଙ୍କୁ ଏକ ମୋଟା ଅଙ୍କର ରାଶି ୧୨୦୦ ଟଙ୍କା ଦେବାକୁ ପଡୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ବିଏମସି ଏବଂ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ଯେ ହାଟ ସମ୍ମୁଖରେ ସୁଦୃଶ୍ୟ ନୋ ପାର୍କିଂ ବୋର୍ଡ଼ ଲଗାଇବାର ବ୍ୟବସ୍ଥା କରନ୍ତୁ l ସାଧାରଣ ଜନତାଙ୍କୁ ଯେପରି ଡେଙ୍ଗୁ ପ୍ରତିରୋଧ, ଅଳିଆ ସଫା ରଖିବା ପାଇଁ ଯେମିତି ଖବର କାଗଜ ଏବଂ ଅଳିଆ ଉଠା ଗାଡିର ମାଇକ ମାଧ୍ୟମରେ ସଚେତନ କରାଯାଉଛି ସେପରି ନୋ ପାର୍କିଂ ଜୋନ୍‌ ଉପରେ ମଧ୍ୟ ସେହିଭଳି ସଚେତନ କରଯାଉ l ବିଏମସି ଏବଂ ସ୍ମାର୍ଟ ସିଟି କର୍ମଚାରୀ ଯେତିକି ଚଞ୍ଚଳ ଗାଡି ଉଠେଇବାରେ ଲାଗି ଯାଉଛନ୍ତି ସେମିତି ଯଦି ରାସ୍ତାରେ ଥିବା ଖାଲଢିପ, ମୂକୁଳା ଡ୍ରେନ୍‌ ମରାମତି, ରାସ୍ତାରୁ ଗୋରୁ ଗାଈ ଉଠେଇବାରେ ତତ୍ପରତା ଦେଖାନ୍ତେ ଅନେକ ଦୁର୍ଘଟଣା ଟଳିଯାଆନ୍ତା l

Post Views: 42
Share203Tweet127Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In