• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା

by Voice of Victims
September 15, 2024
in ଦେଶ ବିଦେଶ, ମୁଖ୍ୟ ଖବର
କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ମୁକୁଳିବା ପରେ ଆଜି ଦଳର ନେତା ତଥା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଆଜିଠାରୁ ଦୁଇ ଦିନ ପରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ମୁଁ ଇସ୍ତଫା ଦେଉଛି କାରଣ ସେମୀନ ମୋତେ ଦୁର୍ନୀତି ଅଭିଯୋଗ କରିଛନ୍ତି। ସେ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଆପଣମାନେ କୁହନ୍ତୁ, କେଜ୍ରିୱାଲ ସଚ୍ଚୋଟ କି ନୁହେଁ। ଆଜି ମୁଁ ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ଅଛି। ଯଦି ଆପଣ ଭାବୁଛନ୍ତି ମୁଁ ସଚ୍ଚୋଟ ତେବେ ମୋତେ ଭୋଟ୍ ଦିଅନ୍ତୁ। ଆପଣମାନେ ଯେବେ ମୋତେ ଜିତାଇବେ, ତାହାପରେ ମୁଁ ମୁଁ ମୁଖ୍ୟମନ୍ତ୍ରୀ ହେବି।” ସିଏମ କେଜ୍ରିୱାଲ ଆହୁରି କହିଛନ୍ତି ଯେ, “ନିର୍ବାଚନ ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟିର କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ। ଖୁବ୍ ଶୀଘ୍ର ବିଧାନସଭା ଦଳର ଏକ ବୈଠକ ହେବ। ବର୍ତ୍ତମାନ ମୁଁ ଏବଂ ମନୀଷ ସିସୋଦିଆ ବର୍ତ୍ତମାନ ସର୍ବସାଧାରଣ କୋର୍ଟକୁ ଯାଉଛୁ।

Post Views: 24
Share200Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In