• About Us
  • Contact Us
Wednesday, August 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ବାଧ୍ୟତାମୂଳକ ପରେ ଆରମ୍ଭ ହେଲା ବିବାଦ, ଘେରିଲା ବିଜେପି

by Voice of Victims
September 27, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ବାଧ୍ୟତାମୂଳକ ପରେ ଆରମ୍ଭ ହେଲା ବିବାଦ, ଘେରିଲା ବିଜେପି

ନୂଆଦିଲ୍ଲୀ: ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ଭାଷା ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର। ସରକାରଙ୍କ ଏପରି ନିଷ୍ପତିକୁ ତୀବ୍ର ବିରୋଧ କରିଛି ବିଜେପି। ବିଜେପି କହିଛି ଯେ, ସିଦ୍ଧରମେୟା ସରକାର ରାଜ୍ୟରେ ମୁସୁଲିମ ପ୍ରୀତି ଦେଖାଇବା ପାଇଁ ଏପରି କରିଛନ୍ତି। ଏହାକୁ ସରକାର ତରୁନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ତଥା ସାଂସଦ ନଳିନୀ କୁମାର କଟ୍ଟେଲ। ସୂଚନାରୁ ପ୍ରକାଶ ଯେ, କର୍ଣ୍ଣାଟକର ସିଦ୍ଧରମେୟା ସରକାର ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥିଙ୍କୁ ଉର୍ଦ୍ଦୁ ଜାଣିଥିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ମୁଦିଗେରେ ଏବଂ ଚିକକମାଗାଲୁର ଜିଲ୍ଲାର ଅଙ୍ଗନୱାଡି ଶିକ୍ଷକ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଉର୍ଦ୍ଦୁ ଜାଣିବା ଆବଶ୍ୟକ ବୋଲି ସରକାରୀ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏହାକୁ ନେଇ ସେଠାରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଏହାକୁ ଏକ ଭୟଙ୍କର ରାଜନୈତିକ ଷଢଯନ୍ତ୍ର ବୋଲି ବିଜେପି କହିଛି।

Post Views: 48
Tags: Controversy erupted after Urdu was made compulsory for Anganwadi Sikshatri candidates
Share200Tweet125Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In