• About Us
  • Contact Us
Saturday, September 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

by Voice of Victims
September 19, 2026
in କ୍ରୀଡା, ଦେଶ ବିଦେଶ, ମୁଖ୍ୟ ଖବର
ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

ନାଗୋୟା: ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୋ ଷ୍ଟାଡିୟମ୍‌ରେ ଆଜି ୨୦୨୬ ଏସିଆନ୍ ଗେମ୍ସର ଭବ୍ୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଦୁଇଥରର ଅଲିମ୍ପିକ୍ ବ୍ରୋଞ୍ଜ୍ ବିଜେତା ଶୁଟର୍ ମନୁ ଭାକର ଏବଂ ଦୁଇଥରର ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଶଟ୍‌ପୁଟର୍ ତଜିନ୍ଦରପାଲ୍ ସିଂହ ତୁର୍ ଭାରତୀୟ ଦଳର ଧ୍ୱଜାବାହକ ଭାବେ ଟିମ୍‌ର ନେତୃତ୍ୱ ନେବେ। ଚଳିତ ଏସିଆନ୍ ଗେମ୍ସ ପାଇଁ ଭାରତ ୫୦୩ ଜଣିଆ ଖେଳାଳି ଦଳ ପଠାଇଛି।

ଏଥିରେ ୨୬୯ ଜଣ ପୁରୁଷ ଏବଂ ୨୩୪ ଜଣ ମହିଳା ଆଥଲେଟ୍ ସାମିଲ ଅଛନ୍ତି। ପ୍ରଥମେ ଭାରତୀୟ ଦଳରେ ୪୯୨ ଜଣ ଖେଳାଳି ସାମିଲ ଥିଲେ। ତେବେ ଶେଷ ମୁହୂର୍ତ୍ତରେ ୪ ଜଣ ସର୍ଫର୍, ୬ ଜଣ ଆଥ୍‌ଲେଟ୍ ଏବଂ ଜଣେ ମିକ୍ସଡ୍ ମାର୍ଶାଲ୍ ଆର୍ଟସ୍ (ଏମଏମଏ) ଫାଇଟର୍‌ଙ୍କୁ ଯୋଡ଼ାଯାଇ ଏହି ସଂଖ୍ୟା ୫୦୩ରେ ପହଞ୍ଚିଛି। ଖେଳାଳିଙ୍କ ସହ ୨୬୫ ଜଣିଆ ସପୋର୍ଟ ଗ୍ରୁପ୍ ଯାଇଛନ୍ତି, ଯେଉଁଥିରେ ୨୪୬ ଜଣ କୋଚ୍ ଓ ସପୋର୍ଟ ଷ୍ଟାଫ୍ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ୧୯ ଜଣ ଅଧିକାରୀ ସାମିଲ ଅଛନ୍ତି।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ
  • ଟ୍ରେନିଂ ବେଳେ ଆକାଶରେ ବଡ଼ ଦୁର୍ଘଟଣା ! କ୍ରାସ୍ ହେଲା F-16 ଫାଇଟର ଜେଟ୍
  • ୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
  • ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
  • ପାକିସ୍ତାନରେ ଲାଗିଲା ନୂଆ କଟକଣା,  ରାତି ୯ଟାରେ ବନ୍ଦ ହେବ ଦୋକାନ ଓ ବଜାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In