• About Us
  • Contact Us
Monday, September 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓମଫେଡର ବଡ଼ ଧମାକା, ଖୁବଶୀଘ୍ର ବଜାରକୁ ଆସିବ ନିଜସ୍ୱ ଆଇସକ୍ରିମ୍‌

by Voice of Victims
September 14, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଓମଫେଡର ବଡ଼ ଧମାକା, ଖୁବଶୀଘ୍ର ବଜାରକୁ ଆସିବ ନିଜସ୍ୱ ଆଇସକ୍ରିମ୍‌

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଆସିବାକୁ ଯାଉଛି ଓମଫେଡ୍‌ର ନୂଆ ଉତ୍ପାଦ। ଓମଫେଡର ବଡ଼ ଧମାକା ବଜାରକୁ ଆସିବ ଓମଫେଡ ଆଇସକ୍ରିମ୍ । ଓମଫେଡ ଆଣିବ ନିଜସ୍ବ ଆଇସକ୍ରିମ । ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ । ବିଭିନ୍ନ ଫ୍ଲେଭରରେ ଆସିବ ଓମଫେଡ ଆଇସକ୍ରିମ । ସେହିପରି ଓମଫେଡ ପାଣି ବି ଆସିବ । ଏନେଇ ବୋର୍ଡରେ ଆଲୋଚନା ଚାଲିଥିବା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୋର୍ଡ ଅନୁମୋଦନ ପରେ ଏହା ବଜାରକୁ ଆସିବ । ଗୁଣବତ୍ତା ପାଇଁ ତ୍ରିସ୍ତରୀୟ ଚେକିଂ ହୁଏ । ଫ୍ୟାଟ ଚେକିଂ ହୁଏ,ଅପମିଶ୍ରଣ ହୁଏନି, ଯଦି ଅପମିଶ୍ରଣ ହୁଏ, କାର୍ଯ୍ୟାନୁଷ୍ଠାନ ନିଆଯାଏ ।

ଓମଫେଡ କ୍ଷୀର ଦର ଦୁଇ ଟଙ୍କା ବଢିଛି । ଯାହା ଦ୍ୱାରା କୃଷକ ଅଧିକ ସ୍ୱାବଲମ୍ବି ହେବେ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ, ଓମଫେଡ୍‌ କ୍ଷୀର ଦରରେ ଦୁଇ ଟଙ୍କା ବୃଦ୍ଧି ହୋଇଛି । କ୍ଷୀର ଦର ବୃଦ୍ଧି ଦ୍ୱାରା ଦୁଗ୍ଧ ଚାଷୀମାନେ ଅଧିକ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଓମଫେଡ୍‌ର ନୂଆ ଉତ୍ପାଦ ବଜାରକୁ ଆସିଲେ ଗ୍ରାହକଙ୍କୁ ଅଧିକ ବିକଳ୍ପ ମିଳିବା ସହ ଚାଷୀମାନେ ମଧ୍ୟ ଲାଭ ପାଇବେ ବୋଲି ଆଶା କରାଯାଉଛି ।

Post Views: 75
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ
  • ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ୍, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ
  • ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଟିମର ନଜର
  • ଓମଫେଡର ବଡ଼ ଧମାକା, ଖୁବଶୀଘ୍ର ବଜାରକୁ ଆସିବ ନିଜସ୍ୱ ଆଇସକ୍ରିମ୍‌
  • ଓଡ଼ିଶା ଗୀତା ପରିବାର ଆନୁକୂଲ୍ୟରେ ଗୀତା ପାରାୟଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In