• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାଇକ୍ ଚୋର ଗିରଫ , ସହଯୋଗୀଙ୍କୁ ଧରିବା ପାଇଁ ତନାଘନା

by Voice of Victims
November 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବାଇକ୍ ଚୋର ଗିରଫ , ସହଯୋଗୀଙ୍କୁ ଧରିବା ପାଇଁ ତନାଘନା

ବାଲେଶ୍ଵର ( ଭିଓଭି ) ୧୭/୧୧ : – ରେମୁଣାର ବିଭିନ୍ନ ସ୍ଥାନରୁ ସାଇକେଲ, ବାଇକ୍ ଚୋରି ହେଉଥିବାର ଅଭିଯୋଗ ହୋଇଥିଲା । ଏ ନେଇ ପୁଲିସ ତଦନ୍ତ ଜାରି ରଖୁଥ‌ିଲା । ଗତ ୧୪ ତାରିଖରେ ପୁଲିସ ଚଢ଼ଉ କରି ୧୩ଟି ଚୋରା ବାଇକ୍ ଥାନାକୁ ଆଣି ସିସିଟିଭି ଯାଞ୍ଚ ଆଧାରରେ ଜଣେ ବ୍ୟକ୍ତିକୁ ଠାବ କରିଥିଲା। ୧୫ ତାରିଖରେ ଏଏସଆଇ ନୀଳମଣି ଦାସଙ୍କ ନେତୃତ୍ବରେ ପୁଲିସ ଟିମ୍ ଚଢ଼ଉ କରି ରେମୁଣା ମୁକୁନ୍ଦପୁରର ଜଣେ ସମ୍ପର୍କୀୟଙ୍କ ଘରୁ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦ ରାୟପୁର ଗ୍ରାମର ଜାହାଙ୍ଗୀର ହୁସେନ ଖାଁନ(୩୯)କୁ ଗିରଫ କରିବାରେ ସକ୍ଷମ ହୋଇଥୁଲା I

ଅଭିଯୁକ୍ତ ଜାହାଙ୍ଗୀର ସମସ୍ତ ୧୩ଟି ପାଳ ବାଇକ୍ ଚୋରି କରି ବିକ୍ରି କରିଥିଲା ବୋଲି ସ୍ୱୀକାର କରିଛି। ଏହି ଘଟଣାର ଅଧୁକ ତଥ୍ୟ ହାସଲ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ନଂ ୨୦୬/୨୫ରେ ମାମଲା ରୁଜୁ କରି ଜାହାଙ୍ଗୀରକୁ କୋର୍ଟ ଚାଲାଣ କରିଛି ବୋଲି ଅତିରିକ୍ତ ପୁଲିସ ଆରକ୍ଷୀ ଅଧୀକ୍ଷକ ଦେବଜ୍ୟୋତି ଦାଶ ପ୍ରକାଶ କରିଛନ୍ତି।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା
  • ପୂରା ଓଡ଼ିଶାକୁ ବଡ଼ ଆଲର୍ଟ, ଆଜି ଅବପାତ, ପ୍ରବଳ ବର୍ଷିବ
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In