ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଆସନ୍ତା ୯ ତାରିଖ ରବିବାର ସଂଧ୍ୟା ୭ ଟା ୧୫ ମିନିଟରେ ସେ ଶପଥ ନେବେ। ଆଜି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି...
Read moreଭୁବନେଶ୍ବର: ମାସେ କିମ୍ବା ଦୁଇ ମାସ ନୁହେଁ। ଏକାଥରେ ୬ ମାସ ପାଇଁ ଛୁଟିରେ ଗଲେ ବହୁ ଚର୍ଚ୍ଚିତ କାର୍ତ୍ତିକ ପାଣ୍ଡିଆନଙ୍କ ଆଇଏଏସ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ପୁରା ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଗଲେ। ଛୁଟି ନେବା...
Read moreଭୁବନେଶ୍ବର: ନିର୍ବାଚନ ପରେ ପରେ ପ୍ରଦେଶ କଂଗ୍ରେସ ତାହାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ଦଳର ଟାଣୁଆ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଦଳ ବହିଷ୍କାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ 6 ବର୍ଷ...
Read moreନୂଆଦିଲ୍ଲୀ: ଗୁରୁବାର ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଡ. ସୁଖବୀର ସିଂହ ସାନ୍ଧୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ଅବସରରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା...
Read moreଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀମାନଙ୍କର ବୈଠକ କରିଥିଲେ। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନବୀନ ପରାଜୟର ସମୀକ୍ଷା କରିଥିଲେ। ସେମାନଙ୍କୁ ଆହୁରି ଅଧିକ କାମ କରିବା ପାଇଁ ନବୀନ ପରାମର୍ଶ...
Read moreଭୁବନେଶ୍ବର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ବିଜେଡିର ବଡ ବିପର୍ଯ୍ୟୟର କାରଣ ପାଣ୍ଡିଆନ ବୋଲି କୁହାଯାଉଛି। ଫଳରେ ସେ ବର୍ତ୍ତମାନ କେଉଁଠି ଅଛନ୍ତି ସେ ନେଇ ବିଭିନ୍ନ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା...
Read moreନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବନିର୍ବାଚିତ ବିଧାୟକ ଚନ୍ଦ୍ରବାବୁ ନାଇଡ଼ୁ। ପୂର୍ବରୁ ସେ ଜୁନ୍ ୯ରେ ଶପଥ ନେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା କିନ୍ତୁ ସଦ୍ୟତମ ରିପୋର୍ଟ ଅନୁସାରେ ଜୁନ୍ ୧୨ରେ ଶପଥ ସମାରୋହ...
Read moreନୂଆଦିଲ୍ଲୀ: ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିକୁଳ ବିଜୟରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍ଗେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍ଗେ ଗତ ଏକ ଦଶନ୍ଧି ମଧ୍ୟରେ...
Read moreରଣପୁର (ଭିଓଭି): ଆଜି ସବୁଆଡେ ପାଳନ ହୋଇଛି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ମହିଳା ମାନେ ଆଜି ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ଓଡିଆ ପରମ୍ପରା ଅନୁଯାୟୀ ସଧବା ମହିଳାମାନେ ବ୍ରତ ପାଳନ କରିଛନ୍ତି। ଏଥିପାଇଁ ବିଭିନ୍ନ...
Read moreଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି। ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହୋଇ ନ ଥିଲେ ମଧ୍ୟ ବିଜେପି ସରକାର ଗଠନ କରିବ ବାେଲି ନିଶ୍ଚିତ ହୋଇସାରିଛି। ମାତ୍ର ସରକାର ବଦଳିବା ସହିତ ବିଭିନ୍ନ ଯୋଜନା ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ...
Read moreCopyright © 2023.