କ୍ୟାଟ ବାର ଆସୋସିଏସନର ୨୦୨୬-୨୭ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେଇ ଫଳାଫଳ ଘୋଷଣା ହୋଇଯାଇଛି। ଏହି ନିର୍ବାଚନରେ ଦେବେନ୍ଦ୍ର କୁମାର ବେହେରା ସଭାପତି, ପ୍ରଭାସ ରଞ୍ଜନ ଜୀବନ ଦାଶ ଉପ-ସଭାପତି, ରମାକାନ୍ତ ସାହୁ ସମ୍ପାଦକ, ଅର୍ପିତ ସିକଦାର ସହ-ସମ୍ପାଦକ ଓ...
Read moreବଳଭଦ୍ରପୁର, ତା ୨୭ ମାର୍ଚ୍ଚ ୨୦୨୬: ବଳଭଦ୍ରପୁର ଗ୍ରାମ୍ୟ ଉନ୍ନୟନ କମିଟିଙ୍କ ଆୟୋଜନରେ ପବିତ୍ର ରାମନବମୀ ଉତ୍ସବ ଭକ୍ତିମୟ ପରିବେଶରେ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର ବଳଭଦ୍ରପୁର ଗ୍ରାମକୁ ଆଲୋକ ସଜ୍ଜା ଓ ଡେକୋରେସନ୍ ଦ୍ୱାରା ଆକର୍ଷଣୀୟ...
Read moreପୁରୀ: ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ । ସପତ୍ନୀକ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଉପେନ୍ଦ୍ର ଦ୍ବିବେଦୀ । ସକାଳ ୭ଟାରେ ସିଂହଦ୍ବାରରେ ପହଞ୍ଚିବା ପରେ ସେବାୟତ ଓ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ମହାପ୍ରଭୁଙ୍କ ପତାକା...
Read moreମୟୁରଭଞ୍ଜ: ବାରିପଦାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ପବନରେ ଦୁଇ ମୃତ ଓ ୩ ଆହତ । ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ ୮ଟା ବେଳେ...
Read moreକଟକ, ରାମନବମୀ ତିଥିରେ ଯୋଗଗୁରୁ ସ୍ବାମୀ ରାମଦେବ ସନ୍ୟାସ ଦିକ୍ଷା ଗ୍ରହଣ କରିଥିବା ଯୋଗୁ ପତଞ୍ଜଳି ଯୋଗପୀଠ ପକ୍ଷରୁ ସାରା ଦେଶରେ ଏହି ଦିନଟିକୁ ସନ୍ୟାସ ଦିକ୍ଷା ଦିବସ ଭାବରେ ପାଳନ କରାଯାଇଥାଏ। କଟକ ରାଜେନ୍ଦ୍ର ନଗର ଠାରେ ରାଜ୍ୟ ପ୍ରଭାରୀ...
Read moreରଣପୁର, ୨୬/୦୩: ଆସନ୍ତା ୨୦୨୬–୨୭ ଶିକ୍ଷା ବର୍ଷର ପ୍ରବେଶ ଉତ୍ସବକୁ ଆଗରୁ ରଖି ରଣପୁର ବ୍ଲକରେ ଶିକ୍ଷା ପ୍ରଚାର ଜୋରଦାର ଭାବେ ଆରମ୍ଭ ହୋଇଛି। ସରକାରୀ ବିଦ୍ୟାଳୟରେ ଅଧିକ ସଂଖ୍ୟକ ଶିଶୁଙ୍କୁ ଭର୍ତ୍ତି କରାଇବା ପାଇଁ ବିଶେଷ ଅଭିଯାନ ଚାଲିଛି। ଏହାର...
Read moreବାଲେଶ୍ୱର(ଭିଓଭି)୨୬/୩:- ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଠାରୁ ଆରମ୍ଭ ହୁଏ ମା ବାସନ୍ତୀ ଦେବୀଙ୍କର ନବରାତ୍ର ପୂଜା । ରେମୁଣାର ୧୦ ନମ୍ବର ୱାର୍ଡ଼ ରୁଦ୍ରପୁର ଗାଁରେ ନିଆରା ପରମ୍ପରାରେ ପାଳିତ ହୁଏ ବାସନ୍ତୀ ପୂଜା । ଷଷ୍ଠୀ ଠାରୁ...
Read moreଭୁବନେଶ୍ୱର : ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ । ବର୍ଷା ସହ କୁଆପଥର ମାଡ଼ ହେଉଛି । ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ ଜିଲ୍ଲାରେ କୁଆପଥର ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି...
Read moreପୁରୀ : ଆଜି ପବିତ୍ର ଶ୍ରୀରାମନବମୀ । ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ହୋଇଥାଏ । ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ...
Read moreଭୁବନେଶ୍ୱର : ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବଣ୍ଟନ କର ୟୁନିଫର୍ମ । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୂର୍ବ ଶିକ୍ଷାବର୍ଷରେ ପୋଷାକ ଦେବାରେ ହୋଇଥିଲା ବିଳମ୍ବ...
Read moreCopyright © 2023.