ରଣପୁର, ୦୫/୦୩ : ବୁଧବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଯୁବକ ଜଣକ ହେଲେ ରଣପୁର ବ୍ଲକ ବିଲଗାଡ଼ିଆ ଗ୍ରାମର ଶରତ ପଟ୍ଟନାୟକଙ୍କ ପୁତ୍ର ଆଶୀର୍ବାଦ ପଟ୍ଟନାୟକ | ଅଭିଯୋଗ ଅନୁଯାୟୀ...
Read moreପୁରୀ : ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ...
Read moreଭୁବନେଶ୍ୱର : ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ । ଜୀବନର କୌଣସି ପରିସ୍ଥିତିରେ ସେ ସାଲିସ୍ କରି ନଥିଲେ। ବିଜୁବାବୁ ଓଡିଶା ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ। ଯାହା ଅଧୁରା ରହିଛି ସେ...
Read moreଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡିରୁ ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତା । ୨ ସେଟ ନାମାଙ୍କନପତ୍ର ଦାଖଲ କଲେ ଡ. ସଂତୃପ୍ତ ମିଶ୍ର । ତୃତୀୟ ଆସନ ପାଇଁ ବିଜେଡି ତରଫରୁ...
Read moreକଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ...
Read moreବାଲେଶ୍ୱର ( ଭିଓଭି) ୫/୦୩ - ଆଜି ସକାଳ ୮ ଟା ସମୟ ରେ ରେମୁଣା ଏନ୍ ଏ ସି ର ୪ ନଂ ୱାଡ଼ ସ୍ଥିତ ଗୈ।ଡଦାଣ୍ଡ ଗ୍ରାମରେ ସନ୍ତୋଷ କୁମାର ଦାସ ଙ୍କ ( ବିଟୁ ଭାଇ ମେସ୍...
Read moreଭୁବନେଶ୍ବର: ରାଜଧାନୀରେ ରକ୍ତରଞ୍ଜିତ ହେଲା ହୋଲି । ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ଘରୋଇ କଳିରୁ ଉଗ୍ରରୁପ ନେଇ ବିଭତ୍ସ ହତ୍ୟା । ଅନ୍ତବୁଜୁଳା ବାହାର କରି ହତ୍ୟା କଲା ସ୍ବାମୀ । ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଘଟିଛି ହତ୍ୟାକାଣ୍ଡ...
Read moreଭୁବନେଶ୍ବର: ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହ ପର୍ବ ପାଳିବାକୁ ସେ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଆଜି ରଙ୍ଗର ପର୍ବ ହୋଲି ।...
Read moreରଣପୁର, ୦୩/୦୩ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ମହତପଲ୍ଲା ଗ୍ରାମର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ମହତପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୫-୨୦୨୬ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବରମୟ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସର...
Read moreରଣପୁର, ୦୩/୦୩ : ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଓ ଗବେଷଣା ପ୍ରଶିକ୍ଷଣ ପରିଷଦ, ଓଡିଶା ଭୁବନେଶ୍ୱର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଉପଲକ୍ଷେ...
Read moreCopyright © 2023.